ଜିଲ୍ଲା ଅଭିଭାବକ ସଂଘ ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଅଭିଭାବକ ସଂଘ ବଲାଙ୍ଗିର ତରଫରୁ ବଲାଙ୍ଗିରର ନୂତନ ଜିଲ୍ଲାପାଳଙ୍କଠାରେ ଏକ ସୌଜନ୍ୟମୂଳକ ତଥା ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ବିଷୟବସ୍ତୁକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କଠାରେ ବିସ୍ତୃତ ଆଲୋଚନା ପାଇଁ ସଂଘକୁ ନିମନ୍ତ୍ରଣ ସକାଶେ ଆଲୋଚନା ପାଇଁ ସହମତି ପ୍ରକାଶ ପାଇଥିଲା । ସଂଘ ତରଫରୁ ଦ୍ରୋଣ କୁମ୍ଭାର, ସୀତାରାମ କୁମ୍ଭାର, ବିଶ୍ୱାମିତ୍ର କୁମ୍ଭାର, ନଳିନୀ ଦୀପ, ଜ୍ୟୋତିଷ ମୁଗ୍ରୀ, ଗଦାଧର, ନିଳିମା, ହେମନ୍ତ, ଶ୍ରୀକାନ୍ତ ମୁଗ୍ରୀ, ପ୍ରଦୀପ ବିଭାରଙ୍କ ଉପସ୍ଥିତିରେ ଜିଲ୍ଲାପାଳ ମହୋଦୟଙ୍କୁ ଉପଢୌକନ ଦେଇ ସ୍ୱାଗତପୂର୍ଣ୍ଣ ଦାବିପତ୍ର ଦିଆଗଲା ।

Leave A Reply

Your email address will not be published.

nineteen + 17 =