Yearly Archives

2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୬୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୫୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୭ ଜଣ…
Read More...

ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍‌ ୮ର ବସ୍ତି ଅଞ୍ଚଳରେ ଜଣେ ଯୁବକଙ୍କୁ ସଙ୍ଗବଦ୍ଧ ଭାବେ କିଛି ଯୁବକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ପ୍ରଥମେ ଗୁରୁତର ହୋଇଥିବା ବେ​‌ଳେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।…
Read More...

କ୍ରୀଡା ଦେଇଛି ଓଡିଶାକୁ ନୂଆ ପରିଚୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରନ୍ତର ପ୍ରଚେଷ୍ଟାରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବା ସହ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାର ଗୌରବମୟ ପରିଚୟ ସୃଷ୍ଟି ହେଉଛି । ବହୁ ଅନ୍ତର୍ଜାତୀୟମାନର ପ୍ରତିଯୋଗିତାର ସଫଳ ଆୟୋଜନ ଏବଂ…
Read More...

ଯବାନଙ୍କ ରଣ ହୁଙ୍କାର, ଗାଁ ଦାଣ୍ଡରେ ଟାଙ୍ଗିଆ ଧରି ବୁଲୁଛନ୍ତି

ନୂଆପଡା, (ନିରାକାର ମେହେର) : ଯବାନ ଜଣକ ଟାଙ୍ଗିଆ ଧରି ରାସ୍ତାରେ ପଇଁନ୍ତରା ମାରୁଛନ୍ତି । କୌଣସି ସୀମାନ୍ତ ଅଞ୍ଚଳରେ ପହରା ଦେଉନାହାନ୍ତି ଏହି ଯବାନ ଜଣକ । ବରଂ ଛୁଟିରେ ନିଜ ଗାଁକୁ ଆସି ଗାଁ ଦାଣ୍ଡରେ ଏଭଳି ପଇଁତରା ମାରୁଛନ୍ତି । ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବା ସହ କାହାକୁ…
Read More...

ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ,…

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ଗୁରୁକୂଳ କଳ୍ପତରୁ ସେବାଶ୍ରମ ଠାରେ ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ, ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । କବି ରାଜୀବ ପାଣିଙ୍କ ପୌରାହିତ୍ୟରେ…
Read More...

ସତୀଶ ମିଶ୍ର ବରଗଡ ଆସୁଛନ୍ତି

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାର ଜଣେ ସୁନାମଧନ୍ୟ ସାମ୍ବାଦିକ, ସ୍ତମ୍ଭକାର ଭାବରେ ସତୀଶ ମିଶ୍ରଙ୍କ ପରିଚୟ ରହିଛି । ଆଗାମୀ ସେପ୍ଟେମ୍ବର ୧୨ ତାରିଖ ସତୀଶ ମିଶ୍ର ବରଗଡ଼ ଆସୁଛନ୍ତି । ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଶାନ୍ତନୁ ବିଶ୍ଵାଳଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବରଗଡ଼…
Read More...

ବିଦେଶକୁ ରପ୍ତାନୀ କରାଯିବ ସୁକ୍ଷ୍ମ କଳା କାରୁକାର୍ଯ୍ୟ ନିର୍ମିତ ପଥର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସହାୟତାରେ ଚାଲିଥିବା ପୁରୀ ଜିଲ୍ଲା ଗୋପବ୍ଲକ ଅର୍ନ୍ତଗତ ମହଲପଡାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ 'ସମ୍ପର୍କ' କାର୍ଯ୍ୟାଳୟର ସୁକ୍ଷ୍ମ କଳା କାରୁକାର୍ଯ୍ୟ ନିର୍ମିତ ପଥର ବିଦେଶକୁ ରପ୍ତାନୀ…
Read More...

ରେଡକ୍ରସ୍‌ ପକ୍ଷରୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟା ପରବର୍ତ୍ତୀ ସଂକ୍ରମଣ ଜନିତ ଓ କୋଭିଡର ଭୟାବହତାରୁ ରକ୍ଷା ପାଇବା ପାଇଁ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟଶାଖା ଦ୍ୱାରା ପ୍ରଦାନ କରାଯାଇଥିବା ଲାଇଫବୟ ସାବୁନ ଗତକାଲି ଗାଦିବ୍ରହ୍ମ ମହାବିଦ୍ୟାଳୟ ରେଡକ୍ରସ୍‌ ୟୁନିଟ୍ ଦ୍ୱାରା ଡେଲାଙ୍ଗ…
Read More...

ଶାନ୍ତିପଡ଼ାରେ ଟ୍ରକ ଧକ୍କାରେ ବୁଲା ଗାଈ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡା ସ୍ଥିତ ସିଆର୍‌ପିଏଫ୍‌ ରୋଡରେ ଏକ ଟ୍ରକ ଧକ୍କାରେ ଗୋଟିଏ ବୁଲା ଗାଈ ଗୁରତର ହୋଇଥିବା ଖବର ମିଳିଛି । ଗୁରତର ଗାଈକୁ ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରି କର୍ତ୍ତବ୍ୟ ଫାଉଣ୍ଡେନର ସଦସ୍ୟମାନଙ୍କୁ ଖବର ଦେଇଥିବା ବେଳେ ବର୍ତ୍ତମାନ ଗାଈର…
Read More...

ଲସ୍ ଏଞ୍ଜେଲସରେ ଭାରତ-ପ୍ରଶାନ୍ତ ଅର୍ଥନୈତିକ ଫୋରମର ମନ୍ତ୍ରୀ ସ୍ତରୀୟ ବ୍ୟକ୍ତିଗତ ବୈଠକରେ ଅଂଶଗ୍ରହଣ କରିଛନ୍ତି ପୀୟୁଷ…

ଆମର ଜାତୀୟ ସ୍ୱାର୍ଥକୁ ଆଧାର କରି ଆଇପିଇଏଫ୍ ଢାଞ୍ଚାର ବିଭିନ୍ନ ଦିଗ ଉପରେ ଭାରତ ନିଷ୍ପତ୍ତି ନେବ : ପୀୟୁଷ ଗୋୟଲଭାରତ ମୁକ୍ତ, ଖୋଲା ଏବଂ ସମନ୍ବିତ ଭାରତ-ପ୍ରଶାନ୍ତ ମହାସଗାରୀୟ କ୍ଷେତ୍ର ପାଇଁ ନିଜର ପ୍ରୟାସ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛି : ଶ୍ରୀ ଗୋୟଲଗୋୟଲ୍ ଲସ ଏଞ୍ଜେଲ୍ସ ରେ…
Read More...