ଶାନ୍ତିପଡ଼ାରେ ଟ୍ରକ ଧକ୍କାରେ ବୁଲା ଗାଈ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡା ସ୍ଥିତ ସିଆର୍‌ପିଏଫ୍‌ ରୋଡରେ ଏକ ଟ୍ରକ ଧକ୍କାରେ ଗୋଟିଏ ବୁଲା ଗାଈ ଗୁରତର ହୋଇଥିବା ଖବର ମିଳିଛି । ଗୁରତର ଗାଈକୁ ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରି କର୍ତ୍ତବ୍ୟ ଫାଉଣ୍ଡେନର ସଦସ୍ୟମାନଙ୍କୁ ଖବର ଦେଇଥିବା ବେଳେ ବର୍ତ୍ତମାନ ଗାଈର ଚିକିତ୍ସା ଚାଲୁଥିବା ଜଣାପଡିଛି ।

Leave A Reply

Your email address will not be published.

twelve + four =