Daily Archives

୧୯୮ ବୋତଲ ମଦ ଜବତ ସହ ଜଣେ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ଅନ୍ତର୍ଗତ ଗଜପତି ମାର୍କେଟର ବି-୨୭୨ ନମ୍ବର ଦୋକାନରୁ ବେଆଇନ ଭାବେ ଗଚ୍ଛିତ ଥିବା ୧୯୮ଟି ବିଭିନ୍ନ ବ୍ରାଣ୍ଡର ମଦକୁ ସେକ୍ଟର ୧୯ଥାନା ପକ୍ଷରୁ ଜବତ କରାଯାଇଛି । ଥାନାଧିକାରୀ ମାନସ ସ୍ବାଇଁଙ୍କ ନିର୍ଦ୍ଦେଶରେ ସବ ଇନ୍ସପେକ୍ଟର ରଞ୍ଜିତ କୁଲୁ
Read More...

କନ୍ଦାଗାଡ ସେଣ୍ଟ୍ରାଲ ନର୍ସରୀରେ ଚାରା କରିବା ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ଏମ୍‌ଜିଏନ୍‌ଆର୍‌ଜିଏ କିମ୍ବା କାମ୍ପା ଯୋଜନାରେ ଶ୍ରମିକ ବଦଳରେ ଫରେଷ୍ଟ ପାରା ପ୍ରୋଟେକ୍ସନ ଫୋର୍ସ ଏବଂ ଫାୟାର ସ୍କ୍ୱାର୍ଡ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜନ ଅଭିଯୋଗ କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଓ ତୁରେକେଲା ବ୍ଲକର ସୀାମନ୍ତ ମହୁଲପାଟି
Read More...

ପାଇକମାଳ ବ୍ଲକ ଶିକ୍ଷା ବିଭାଗର ଅଭିନବ କାର୍ଯ୍ୟକ୍ରମ ‘ଗୋଟିଏ ଦିନ ଗୋଟିଏ ପୃଷ୍ଠା’

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା 'ଗୋଟିଏ ଦିନ ଗୋଟିଏ ପୃଷ୍ଠା' କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବହୁତ ପ୍ରଭାବିତ ହେଉଛନ୍ତି । ମାତ୍ର ଦଶ ଦିନ ଖରା ଛୁଟିରେ ଛାତ୍ରଛାତ୍ରୀମାନଙ୍କ ଘରକୁ ଘର ଶିକ୍ଷକ ଶିକ୍ଷୟତ୍ରୀମାନେ ପହଞ୍ଚି ପିଲାମାନଙ୍କ ପାଠପଢ଼ା
Read More...

ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ପଚରାଉଚରା ଜାରି, ସାରା ଦେଶରେ କଂଗ୍ରେସ ପକ୍ଷରୁ ପ୍ରତିବାଦରେ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଆଜି ଇଡି ମୁଖ୍ୟାଳୟରେ ନ୍ୟାସନାଲ ହେରାଲ୍ଡ ମାମଲାରେ ହାଜର ହୋଇଛନ୍ତି । ଇଡ଼ି ମୁଖ୍ୟାଳୟକୁ ଯିବା ପୂର୍ବରୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ରାହୁଲଙ୍କ ସମର୍ଥନରେ ସ୍ଲୋଗାନ ଦେଉଥିବା ଅନେକ
Read More...

ସଇଁତଲା ପଂଚାୟତର ନୂତନ ଗୃହ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ପଂଚାୟତରେ ସରପଞ୍ଚଙ୍କ ନୂତନ ଅଫିସ ଗୃହ ଉଦ୍‌ଘାଟିତ ହୋଇଯାଇଛି । ସଇଁତଲା ସରପଞ୍ଚ ସୁବ୍ରତ ନାଗଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ସଇଁତଲା ଗୋଷ୍ଟୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ ମୁଖ୍ୟଅତିଥି ଭାବେ
Read More...

ବିନିକା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୧୩୨ ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୮୭ ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ
Read More...

ମିଳିତ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

କଣ୍ଟାମାଲ, (ମମତା ମହାକୁର) : ମିଳିତ ପ୍ରାଥମିକ ଶିକ୍ଷକ ସଂଘ କଣ୍ଟାମାଲର କାର୍ଯ୍ୟକାରିଣୀ ବୈଠକ କଣ୍ଟାମାଲ ଏମ୍‌.ଇ ସ୍କୁଲଠାରେ ସଂଘର ସଭାପତି ନିଳାଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁଗ୍ମ ସଂପାଦକ ରଂଜୁ ଅମାତଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବଗୁଡିକ
Read More...

ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ସରପଞ୍ଚଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ବିନିକା ବ୍ଲକ ପ୍ରଶାସନ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବିନିକା ବ୍ଲକ ସଭା ଗୃହ ଠାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ବ୍ଲକ ଅନ୍ତର୍ଗତ ସମସ୍ତ ୧୬ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାପାଳ
Read More...

ସିନାପାଲିରେ ଗାୟତ୍ରୀ ଜୟନ୍ତୀ ଓ ଶ୍ରୀରାମ ଶର୍ମାଙ୍କ ମହାପ୍ରୟାଣ ଦିବସ ପାଳିତ

ସିନାପାଲି, (ନିରାକାର ମେହେର) : ସିନାପାଲି ଗାୟତ୍ରୀ ଶକ୍ତିପୀଠ ଠାରେ ମାଁ ଗାୟତ୍ରୀଙ୍କ ଜୟନ୍ତୀ ଏବଂ ଗୁରୁଦେବ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଛି । ଏହି ଅବସରରେ ଗାୟତ୍ରୀ ପରିଜନଙ୍କ ଦ୍ୱାରା ଦିନ ତମାମ ଜପ କରାଯିବା ସହ ପୀଠରେ ଏକ କୁଣ୍ତୀୟ ଗାୟତ୍ରୀ ଯଜ୍ଞର
Read More...

ସିନାପାଲିରେ ରଥଯାତ୍ରା ପ୍ରସ୍ତୁତି ବୈଠକ

ସିନାପାଲି, (ନିରାକାର ମେହେର) : ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆଗାମୀ ରଥଯାତ୍ରା ପାଳନକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଠାରୁ ଆରମ୍ଭ କରି ଅଣସର
Read More...