Daily Archives

କାନାଡ଼ା ପାରା ବ୍ୟାଡ଼ମିଣ୍ଟନର ସିଙ୍ଗଲ୍ସ ଫାଇନାଲ୍‌ରେ ପ୍ରମୋଦ : ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କୁ ଭେଟିବେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଟ୍ଟାୱାରେ ଚାଲିଥିବା କାନାଡ଼ା ପାରା ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଟୋକିଓ ପାରାଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ଓଡିଶାର ପ୍ରମୋଦ ଭଗତ ବିଜୟ ଜାରି ରଖି ସିଙ୍ଗଲ୍ସ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ରବିବାର ଅନୁଷ୍ଠିତ ପୁରୁଷ ଏସ୍‌ଏଲ୍‌-୩ ସେମି
Read More...

ଜମି ବିବାଦକୁ କେନ୍ଦ୍ରକରି ଦିବ୍ୟାଙ୍ଗଙ୍କୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଭାପୁର ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ଦିବ୍ୟାଙ୍ଗଙ୍କୁ ଆକ୍ରମଣ ହୋଇଥିବା ଅଭିଯାଗ ହୋଇଛି । ଲୁହା ରଡ୍, ଶାବଳ ଏବଂ ମାରଣାସ୍ତ୍ରରେ ମାଡ଼ ମାରି ଦିବ୍ୟାଙ୍ଗଙ୍କୁ ଲହୁଲୁହାଣ କଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ମାଡରେ
Read More...

ଯାତ୍ରୀବାହୀ ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା

କୋକସରା : ଆମପାଣି ଘାଟିରେ ୨୬ନଂ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୂଚନା ଅନୁସାରେ ଏକ ସରକାରୀ ବସ୍‌ ଜୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ (ଓଡି୦୨ ଏଭି ୭୦୬୫) ସହ ମୁହାଁମୁହିଁ ଧକ୍କା
Read More...

ସିନ୍ଧେକେଲା ରଥଯାତ୍ରା ଆୟୋଜନକୁ ନେଇ ପ୍ରସ୍ତୁତି ବୈଠକ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚଳିତ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟି ସଭାପତି ଉମାକାନ୍ତ ସାହୁ, ସାଧାରଣ ସମ୍ପାଦକ ଅନିଲ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ
Read More...

ଋଣ ଚାହିଦାରେ ସୁଧାର : ଷ୍ଟେଟ ବ୍ୟାଙ୍କ

ନୂଆଦିଲ୍ଲୀ : ମହାମାରୀ କରୋନା ପ୍ରଭାବରେ ଦୁଇ ବର୍ଷ ପର୍ଯ୍ୟନ୍ତ ମନ୍ଥର ରହିଥିବା ଋଣ ଚାହିଦାରେ ସୁଧାର ହୋଇଛି । ବର୍ଦ୍ଧିତ ମୁଦ୍ରାସ୍ଫୀତି ଓ ଋଣ ସୁଧରେ ବୃଦ୍ଧି ବ୍ୟବସାୟ ଜଗତର ନିବେଶ ଯୋଜନାକୁ ପ୍ରଭାବିତ କରିପାରିନାହିଁ । କମ୍ପାନୀଗୁଡିକ ୭୧୦୦ କୋଟି ହୋଲାର ଋଣ ନେବାକୁ ଚାହିଁ ରହିଛନ୍ତି
Read More...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଜି.ଉଦୟଗିରି : ସ୍ଥାନୀୟ ସହରର ୪ ନମ୍ବର ୱାର୍ଡ ସ୍ଥିତ ଶ୍ରୀରାମପଦା ସାହିରେ ଏକ ଶାଗୁଆନ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଟିକାବାଲି ଥାନା ଅନ୍ତର୍ଗତ ବେହେରାଗାଁ ପଞ୍ଚାୟତ ସ୍ଥିତ ପାଣିଙ୍ଗିଆ ଗ୍ରାମର ନରେଶ ଦିଗାଳ ୫୦ ବର୍ଷ ଜି.ଉଦୟଗିରି
Read More...

ଜାତୀୟ ରାଜପଥ ଉପରେ ବିଦ୍ୟୁତ ତାର ଝୁଲିବା ଯୋଗୁଁ ଅଟକିଲା ରୋଗୀ ଯାନ ସମେତ ବହୁ ଗାଡ଼ି

ପାଟଣା : ୨୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟାଳୟ ଠାରେ ରବିବାର ସନ୍ଧ୍ୟା ସମୟରେ ରାସ୍ତା ପାର ହୋଇଥିବା ବିଦ୍ୟୁତ ତାର କୌଣସି କାରଣ​‌ ବଶତଃ ସର୍ଟ ସର୍କିଟ ହୋଇ ରାସ୍ତା ଉପରେ ଝୁଲି ପଡିଥିଲା । ଫଳରେ ଯାନବାହାନ ଯାତାୟତରେ ବାଧା ସୃଷ୍ଟି ହେବା ସହ ବହୁ ଗାଡ଼ି
Read More...

ଅମୃତ ସରୋବର ଯୋଜନାରେ ନିର୍ମିତ ପୋଖରୀ ଉଦ୍‌ଘାଟିତ

ନୂଆଗାଁ : ଅମୃତ ସରୋବର ଯୋଜନାରେ ନିର୍ମିତ ପୋଖରୀ ଉଦ୍‌ଘାଟିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା କ-ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତ ସ୍ଥିତ ପୋଖରୀକୁ ଅମୃତ ସରୋବର ଯୋଜନାରେ ସାମିଲ କରାଯାଇଛି । ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରୀର ପୁନରୁଦ୍ଧାର ଟଙ୍କା ମଞ୍ଜୁର
Read More...

କବିତା : ଦ’ କନଭର୍‌ସେସନ୍

ସୁଜାତା ଭୋଇ ତୁମେ କହେଲ- ଦେ'ମୁଇଁ ସଁଅପି ଦେଲି ମୋର୍ ପାଦର୍ ମାଏଟ୍,ମୁଡର୍ ଆକାଶ୍,ଦିହିର୍ ରକତ୍,ଆର୍ ରକତ୍ ଭିତରର୍ ଚହଲୁଥିଲା ଜୁଏ । ତୁମେ କହେଲ- ନେ'ଆର୍ ମୋର୍ କାନିପନତେ୍ ଜୁଗରେଇ ବସଲଦିହିର୍ ମଏଲା, ମନର୍ କୁଇଲା….ପନତ୍ ଭିତରୁ ଉଛଲି ପଡୁଥେତମାମ୍ ଅବଗୁନ୍, ଅଚଲନ୍ସଖାଲ୍ ପାଏଲା
Read More...

ଲାଞ୍ଜିଗଡ଼ ବ୍ଲକ ସମିତିସଭ୍ୟ ସଙ୍ଗଠନର ସଭାପତି ଭାବେ ମନୋନୀତ ହେଲେ ଜଗଦୀଶ ବେନିଆଁ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ସମିତିସଭ୍ୟ ସଙ୍ଗଠନର ସଭାପତି ଭାବେ ମନୋନୀତ ହେଲେ ଜଗଦୀଶ ବେନିଆଁ । ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ ଭିଆରଓ ପରିସରରେ ଲାଞ୍ଜିଗଡ ବ୍ଳକ ନବନିର୍ବାଚିତ ସମିତି ସଭ୍ୟ/ସଭ୍ୟାମାନଙ୍କୁ ନେଇ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...
error: Content is protected !!