Daily Archives

ରୋଗଶଯ୍ୟାରେ ସାନବାଞ୍ଜିପାଲି ଗାଁର କମଳ ବାରିହା : ସହାୟତାର ହାତ ବଢ଼ାଇବାକୁ ଆକୁଳ ନିବେଦନ କଲେ ଗରିବ ମାଆ ବାପା

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଖିରେ ଆଖିଏ ସ୍ୱପ୍ନ ଜୀବନ ସାରା ହାଡ଼ ଭଙ୍ଗା ପରିଶ୍ରମର ଫଳ ମିଳିବ ପୁଅ ଦିନେ ହାକିମ ହେବ ହେଲେ ଦଇବ ସହିଲା ନାହିଁ ଭେଣ୍ଡିଆ ପୁଅ ଏବେ ରୋଗ ଶଯ୍ୟାରେ । ଏହା କୌଣସି ନାଟକର ସଂଲାପ ନୁହେଁ ବରଂ ରୋଗଶଯ୍ୟାରେ ପଡିଥିବା ଜଣେ ପୁଅର ବୃଦ୍ଧା ବୃଦ୍ଧ ମାଆ
Read More...

ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ଡିଆରଏମ୍‌ ସହ ଆଲୋଚନା

ବଲାଙ୍ଗିର ରେଳ ଷ୍ଟେସନର ଉନ୍ନତି ଓ ଉପଭୋକ୍ତାଙ୍କ ସୁବିଧା ନେଇ ୧୪ ଦଫା ଦାବୀପତ୍ର ସଂଘ ପକ୍ଷରୁ ପ୍ରଦାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ସମ୍ବଲପୁର ଡିଭିଜନ ଡିଆର୍‌ଏମ୍‌
Read More...

ନାଗରିକ କମିଟି ସଦସ୍ୟଙ୍କ ମାଲପଡା ୟୁପି ସ୍କୁଲକୁ ଶୁଭେଚ୍ଛା ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ନାଗରିକ କମିଟି ଶିକ୍ଷା ବିଭାଗ ସବ୍‌ କମିଟିର ସଭ୍ୟବୃନ୍ଦ ଆବାହକ ବ୍ରଜରାଜ ପୁରୋହିତଙ୍କ ନେତୃତ୍ୱରେ ଏକ ଶୁଭେଚ୍ଛା ଗସ୍ତରେ ସ୍ଥାନୀୟ ମାଲପଡା ୟୁପି ସ୍କୁଲକୁ ଯାଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ର ସୁଶ୍ରୀ ବିଦ୍ୟୁତଲତା ଶତପଥି,
Read More...

ଗୋଟାଏ ଅବାସ୍ତବ ପ୍ରେମ କାହାଣୀ

ବବିତା ମହାପାତ୍ର କେଜାଣି କେତେଦିନ ହବ ଏମିତି ଚାଲିଛି । ଅନିର୍ବାଣ ଚୁପଚାପ ମୋବାଇଲରେ ବ୍ୟସ୍ତ । ଖୁବ୍‌ ଗୋଟେ ଧ୍ୟାନ ଦେଇ କିଛି କରୁଥାନ୍ତି । ନିୟତି ଦେଖେ କିନ୍ତୁ କିଛି କୁହେନି । କୁହେନି ନୁହେଁ ବରଂ କହି ପାରେନି । ଇତସ୍ତତଃ ଅନିର୍ବାଣଙ୍କୁ ନିଘା କରେ ନିୟତି । କାରଣ ପୁରୁଷଟିଏ
Read More...

ଯୁବ ବ୍ୟବସାୟୀଙ୍କ ଘରୁ ୫ ଲକ୍ଷ ଟଙ୍କା ଚୋରି ଅଭିଯୋଗ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଧର୍ମଗଡର ଜଣେ ବ୍ୟବସାୟୀଙ୍କ ଘରୁ ୫ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନାନୁସାରେ ଧର୍ମଗଡର ଯୁବ ବ୍ୟବସାୟୀ ତଥା ପେଟ୍ରୋଲ୍‌ ପମ୍ପ ମାଲିକ ଦିନେଶ ଅଗ୍ରୱାଲଙ୍କ ଘରକୁ ଗତକାଲି ରାତିରେ ଚୋରମାନେ ପଶି ତାଙ୍କ ମାଆଙ୍କ ଘରେ ଥିବା
Read More...

ସ୍ତ୍ରୀକୁ ଗୁଳିକରି ହତ୍ୟାକଲା ମଦ୍ୟପ ସ୍ଵାମୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଗେରେଡ଼ିସାହି ଗ୍ରାମରେ ଘରୋଇ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଗୁଳିକରି ହତ୍ୟାକଲା ମଦ୍ୟପ ସ୍ଵାମୀ । ସୂଚନା ଅନୁଯାୟୀ, ହରଭଙ୍ଗା ଥାନା ଗେରେଡ଼ିସାହି ଗ୍ରାମର ରୋହିତ ମଲ୍ଲିକ ଓ ପତ୍ନୀ ଗୀତାଞ୍ଜଳି ମଲ୍ଲିକଙ୍କ ମଧ୍ୟରେ ଘରୋଇ କଳହକୁ
Read More...

ବିଶ୍ୱ ତମ୍ବାଖୁ ବର୍ଜନ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତମାଖୁ ବ୍ୟବହାର ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାମାଜିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ପାରିପାଶ୍ୱିକ କ୍ଷେତ୍ରରେ ଅଗ୍ରଗତି ଅନେକ ମାତ୍ରାରେ ପ୍ରଭାବିତ ହେଉଛି । ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ତମାଖୁ ସେବନରୁ ନିବୃତ୍ତ ରହିବା ତଥା ଏଥି
Read More...

ସରକାରଙ୍କ ଆଠ ବର୍ଷ ଶାସନ ପୂର୍ତ୍ତି ଅବସରରେ ଓଡ଼ିଶାରେ ଗରିବ କଲ୍ୟାଣ ସମ୍ମିଳନୀ ଆୟୋଜିତ

କଟକ ଜିଲ୍ଲା ମାହାଙ୍ଗାରେ ସମ୍ମିଳନୀରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀବାରିପଦା କାର୍ୟ୍ୟକ୍ରମରେ କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କ ଯୋଗଦାନ ଭୁବନେଶ୍ୱର, (ପିଆଇବି) : ଗରିବ କଲ୍ୟାଣ ଓ ମହିଳା ସଶକ୍ତିକରଣ ଉପରେ ପ୍ରାଧାନ୍ୟ ଦେଇ
Read More...

ଶିମଲାରେ ‘ଗରିବ କଲ୍ୟାଣ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

• “୧୩୦ କୋଟି ଭାରତୀୟଙ୍କୁ ନେଇ ମୋ ପରିବାର, ଆପଣମାନେ ମୋ ଜୀବନର ସବୁକିଛି ଏବଂ ଏ ଜୀବନ ଆପଣମାନଙ୍କ ପାଇଁ ସମର୍ପିତ’’• “ମୁଁ ପୁଣିଥରେ ଏହି ସଂକଳ୍ପକୁ ଦୋହରାଉଛି ଯେ ମୁଁ ମୋ ସାମର୍ଥ୍ୟ ଅନୁଯାୟୀ, ସମସ୍ତଙ୍କ କଲ୍ୟାଣ ପାଇଁ, ପ୍ରତ୍ୟେକ ଭାରତୀୟଙ୍କ ସମ୍ମାନ ପାଇଁ, ସବୁ ଭାରତୀୟଙ୍କ ସୁରକ୍ଷା
Read More...

୨ୟ ପର୍ଯ୍ୟାୟରେ ୫୩୨ଟି ହାଇସ୍କୁଲ ରୂପାନ୍ତରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର ୨ୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫୩୨ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ । ଏଥିରେ ମୟୁରଭଞ୍ଜର ୩୩୯ଟି ହାଇସ୍କୁଲ, ସୋନପୁରର ୪୧, ବୌଦ୍ଧର ୨୪ ମାଲକାନଗିରିର ୪୬ ଏବଂ ଖୋର୍ଦ୍ଧାର ୮୧ଟି
Read More...