pakka

୨ୟ ପର୍ଯ୍ୟାୟରେ ୫୩୨ଟି ହାଇସ୍କୁଲ ରୂପାନ୍ତରଣ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର ୨ୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫୩୨ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ । ଏଥିରେ ମୟୁରଭଞ୍ଜର ୩୩୯ଟି ହାଇସ୍କୁଲ, ସୋନପୁରର ୪୧, ବୌଦ୍ଧର ୨୪ ମାଲକାନଗିରିର ୪୬ ଏବଂ ଖୋର୍ଦ୍ଧାର ୮୧ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

five − 2 =

error: Content is protected !!