Browsing Tag

bargarh news

ବାଲୁକା ଶିଳ୍ପୀ କାର୍ତ୍ତିକ ନାୟକଙ୍କ ଅଭିନବ ପ୍ରୟାସ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ କରୋନା ୧୯ର କଟକଣା ଜାରି ରହିଥବାରୁ ରଥଯାତ୍ରା ବନ୍ଦ ରହିଛି । ବାକ ବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ସହରର ବାଲୁକା ଶିଳ୍ପୀ କାର୍ତିକ ନାୟକ ବାଲୁକା କଳା ମାଧ୍ୟମରେ ରଥଯାତ୍ରା ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଲୁକା ମୂର୍ତ୍ତୀ ତିଆରି
Read More...

ବିଜେଡି ଯୁବ ଓ ଛାତ୍ର ଶାଖା ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ସମୟରେ ରକ୍ତାଭାବକୁ ଦୁର କରିବା ପାଇଁ  ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟଙ୍କ ତତ୍ବାବଧାନରେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତ ଠାରେ ଜିଲ୍ଲା ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
Read More...

ରାସ୍ତା କାମ ସରିଲା : ପୁଣି ମରାମତି ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଠାରୁ ଭେଡେନ ରାସ୍ତାର ମଝିରେ ରୂପାପାଲି ଛକଠାରୁ ଭୋଇପାଲିଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ, ରାସ୍ତା ତିଆରି ପାଇଁ ବିଭିନ୍ନ ସମୟରେ ଜନସାଧାରଣ, ବିଭିନ୍ନ ପତ୍ର ପତ୍ରିକା, ଫେସବୁକ୍, ସୋସିଆଲ ମିଡିଆରେ
Read More...

ଜିଲ୍ଲାରେ ସମସ୍ତ ମହିଳାଙ୍କୁ ସ୍ୱାବଲମ୍ବୀ କରାଯିବ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ନୂତନ ମହିଳା ସଭାନେତ୍ରୀ ଭାବେ ଶ୍ରୀମତୀ ନୀଳ କୁମାରୀ ନାଏକ ମନୋନୀତ ହେବା ପରେ ସେ ଜିଲ୍ଲାର ବରିଷ୍ଠ ନେତୃ ମଣ୍ଡଳୀ ସହ ଆଲୋଚନା କରିଛନ୍ତି । ଅତାବିରା ବିଧାୟିକା ତଥା ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ
Read More...

ଅଳିଆ ଗଦାରୁ ଉଦ୍ଧାର ହୋଇଥିବା ମାନସିକ ବିକୃତ ବ୍ୟକ୍ତିଙ୍କ ଥଇଥାନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଦୀର୍ଘ ଦୁଇମାସ ତଳେ ଅଳିଆ ଗଦାରୁ ଅତ୍ୟନ୍ତ ସଂକଟାପନ୍ନ ଭାବରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ୧୦୮ ଆମ୍ବୁଲେନ୍ସ ଯୋଗେ ଉଦ୍ଧାର କରି ତାଙ୍କୁ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ନିଷ୍ଠା ଡାକ୍ତରଖାନାରେ
Read More...

ବିଶ୍ୱ ଜନ ସଂଖ୍ୟା ସପ୍ତାହ ଉପଲକ୍ଷେ ରଥର ଶୁଭାରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବିଶ୍ୱ ଜନ ସଂଖ୍ୟା ସପ୍ତାହ ଉପଲକ୍ଷେ ରଥର ଶୁଭାରମ୍ଭ ହୋଇଯାଛି । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ଶୁସାନ୍ତ କୁମାର କର ଏହି କାର୍ଯ୍ୟକ୍ରମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ
Read More...

ରାଜସ୍ୱ ଅମଲା ମାନଙ୍କୁ କରୋନା ଯୋଦ୍ଧା ଘୋଷଣା ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ ବରଗଡ଼) : ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ଅନୁସାରେ, ରାଜସ୍ୱ ଅମଲା ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲାପାଳଙ୍କୁ
Read More...

ବରଗଡ ଜିଲ୍ଲାରେ ନୂତନ ଏସ୍‌ପି ରାହୁଲ ଜୈନ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ଗୃହ ବିଭାଗର ଚିଠି ସଂଖ୍ୟା ୨୪୦୯୭/୯.୭.୨୧ ଅନୁଯାୟୀ ନୂଆପଡା ଜିଲ୍ଲା ଏସପି ଭାବେ କାର୍ଯ୍ୟରତ ରାହୁଲ ଜୈନଙ୍କୁ ବରଗଡ଼ ଜିଲ୍ଲା ଏସପି ଭାବେ ‌ବଦଳି ହୋଇଛି
Read More...

ଜିଲ୍ଲାପାଳଙ୍କ ନିର୍ମାଣାଧୀନ ବିଭିନ୍ନ କାର୍ଯ୍ୟର ତଦାରଖ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳ ତଥା ବରଗଡ଼ ପୌର ପରିଷଦର ପ୍ରଶାସକ ଶ୍ରୀମତୀ ମୋନିଷା ବାନାର୍ଜୀ ଆଜି ମଳ ଉପଚାର ପ୍ଲାଣ୍ଟର ତଦାରଖ କରିଥିଲେ । ଭଟଲି ବ୍ଲକ ଅନ୍ତର୍ଗତ ତେନ୍ତଲା ଗ୍ରାମ ନିକଟରେ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ମଳ ଉପଚାର ପ୍ଲାଣ୍ଟର କାର୍ଯ୍ୟ ଆରମ୍ଭ
Read More...

ବିଜୁ ଛାତ୍ର ଜନତା ଦଳ ବରଗଡର ଡିଜିଟାଲ ସମ୍ପାଦକଙ୍କ ନାମ ଘୋଷଣା : ବିଜେପୁର ଏନ୍‌ଏସି ପାଇଁ କିରଣ କୁମାର ଦଣ୍ଡସେନାଙ୍କୁ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ସଭାପତି କରଣ ସିକେନ୍ଦରଙ୍କ ଅନୁମୋଦନ କ୍ରମେ ତଥା ଜିଲ୍ଲା ଡିଜିଟାଲ ସଂପାଦକ ଭୂପତି ପ୍ରଧାନଙ୍କ ପରାମର୍ଶରେ ଦଳର ଛାମୁଆ ଛାତ୍ର ସଂଗଠନ ଡିଜିଟାଲ କ୍ଷେତ୍ରରେ ସୁଦୃଢ ଓ
Read More...