ନୂତନ ତହସିଲଦାର ଭାବେ ଯୋଗ ଦେଲେ ଯୁଗଲ ବିଶ୍ବାଲ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ତହସିଲଦାର ଭାବେ ସୋନପୁର ଜିଳ୍ଲା ରାମପୁର ତହସିଲର ତହସିଲଦାର ଯୁଗଲ ବିଶ୍ବାଲ ଯୋଗ ଦେଇଥିବା ଜଣାପଡ଼ିଛି । ସ୍ଥାୟୀ ତହସିଲଦାର ଭାବେ ଯୁଗଲ ବିଶ୍ବାଲ ଯୋଗ ଦେବା ପରେ ତହସିଲରେ ଅଟକି ଯାଇଥିବା ଅନେକ ଗୁରୁତ୍ବପୂର୍ଣ୍ଣ କାମ ସୂଚାରୁ ରୂପେ ସଂପାଦନ ହେବ ବୋଲି ଅଞ୍ଚଳରେ ଆଶା କରାଯାଉଛି ।

Leave A Reply

Your email address will not be published.

12 − one =