ଦୀପାବଳି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆଜି ପବିତ୍ର ଦୀପାବଳି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଲୋକର ପର୍ବ ଦୀପାବଳି ଏଥର ସବୁଠାରୁ ସ୍ୱତନ୍ତ୍ର ହେବ ବୋଲି କୁହାଯାଉଥିବା ବେଳେ କରୋନା କଟକଣା ମଧ୍ୟରେ ଏଥର ପାଳନ କରାଯିବ ଦୀପାବଳି । କରୋନା ସଂକ୍ରମଣ ଆଶଙ୍କା ଯୋଗୁଁ ଅଧିକାଂଶ ରାଜ୍ୟ ସରକାର ଏଥର ବାଣ ଫୁଟାକୁ ବାରଣ କରିଛନ୍ତି । କେବଳ ଦୀପ ଜଳାଇ ଏହି ପର୍ବକୁ ପାଳନ କରିବାକୁ କୁହାଯାଇଛି ।

Leave A Reply

Your email address will not be published.