ପ୍ରଫେସର ଡ. ସସ୍ମିତା କର ଲୋକପ୍ରିୟ ହିନ୍ଦୀ କାର୍ଯ୍ୟକ୍ରମ କେବିସି.ରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁରର ବୋହୂ ତଥା ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ. ସସ୍ମିତା କର ଲୋକପ୍ରିୟ ହିନ୍ଦୀ କାର୍ୟ୍ୟକ୍ରମ କେବିସି.ରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ସପ୍ତାହରେ ସେ ସୁଟିଂ ପାଇଁ ମୁମ୍ବାଇ ଯାଉଥିବାର ଜଣାଯାଇଛି । ଶିକ୍ଷାବିତ ବାଳକୃଷ୍ଣ କରଙ୍କ ସାନ ବୋହୂ ତଥା ବରିଷ୍ଠ ସାମ୍ବାଦିକ ସୁକାନ୍ତ କରଙ୍କ ପତ୍ନୀ ଏବଂ ଗାଳ୍ପିକ ପ୍ରଶାନ୍ତ କରଙ୍କ ଭାଇବୋହୂ ।ତାଙ୍କର ଏହି ସଫଳତା ପାଇଁ ସମ୍ବଲପୁରରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.