csstore

ପୁରୀରେ ଜିଲ୍ଲା ବ୍ରାହ୍ମଣ ସମାଜର ଉପସଭାପତିଙ୍କୁ ସମ୍ମାନୀତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଓଡିଆ ବ୍ରାହ୍ମଣ ସମାଜ ଶ୍ରୀ ମନ୍ଦିର ଦକ୍ଷିଣ ଦ୍ୱାର ପୁରୀ ଆନୁକୂଲ୍ୟରୁ ଓଡିଶା ବ୍ରାହ୍ମଣ ସମାଜର ସଭାପତି ରତିକାନ୍ତ ଦାଶ ପୁରୀ ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜର ଉପସଭାପତି ଡଃ ନାରାୟଣ ମିଶ୍ରଙ୍କୁ ସେବା କାର୍ଯ୍ୟ ପାଇଁ ସମ୍ମାନୀତ କରିଛନ୍ତି । ଏହି ସଭାରେ ପୁରୀ ସମିତିର ବ୍ରାହ୍ମଣ ମାନେ ଯୋଗ ଦାନ କରିଥିଲେ । ତେବେ ଡଃ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଛି ।

jayashree
Leave A Reply

Your email address will not be published.