Daily Archives

ପଞ୍ଚାୟତସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ                               

ଆଗଲପୁର, (ସୁଶିଳ‌ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ଆଗଲପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର
Read More...

ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ସନ୍ତରଣ ପ୍ରଶିକ୍ଷକ ୨୦୨୬ ଏସିଆନ୍ ଚାମ୍ପିୟନ୍‌ସିପ୍‌ ପାଇଁ ଯୋଗ୍ୟ ବିବେଚିତ ଏବଂ ଛାତ୍ର…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ -ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ସନ୍ତରଣ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଅମିୟ ପ୍ରଧାନ ଗୁଜୁରାଟ ଅହମ୍ମଦାବାଦ ଠାରେ ୩୧/୫/୨୬ ଠାରୁ ୪/୬/୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୧୫ତମ ଆଧୁନିକ ପେଣ୍ଟାଥଲନ୍ ଜାତୀୟ ଚାମ୍ପିୟନ୍‌ସିପ୍ ଶାଖା ୨୦୨୬
Read More...

ଅମିତ ଶାହଙ୍କ ଉପସ୍ଥିତିରେ ଯମୁନା ଜଳ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକାରିତା ପାଇଁ ଚୁକ୍ତି ସ୍ୱାକ୍ଷର

ତିନି ଦଶନ୍ଧିର ଜଳ ସମସ୍ୟାର ଅନ୍ତ; ହରିୟାଣା ଓ ରାଜସ୍ଥାନ ପାଇଁ ବଡ଼ ସଫଳତାପ୍ରଧାନମନ୍ତ୍ରୀଙ୍କ ‘ବାର୍ତ୍ତାଳାପ ମାଧ୍ୟମରେ ସମାଧାନ’ ଦୃଷ୍ଟିକୋଣର ସଫଳ ପ୍ରତିଫଳନ ଏହି ଚୁକ୍ତି‘ସମବାୟ ସଂଘୀୟ ବ୍ୟବସ୍ଥା’ର ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କଲେ ହରିୟାଣା, ରାଜସ୍ଥାନ ଓ ଜଳଶକ୍ତି ମନ୍ତ୍ରଣାଳୟ
Read More...

ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ସମ୍ମିଳନୀରେ ‘ବିକଶିତ ଗ୍ରାମ-ବିକଶିତ ଭାରତ’ ପାଇଁ ପ୍ରସ୍ତୁତ ହେଲା ସହଭାଗୀ ରୋଡମ୍ୟାପ୍

ଗ୍ରାମୀଣ ବିକାଶର ସମନ୍ୱିତ ରୋଡମ୍ୟାପ୍ ପାଇଁ ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀଙ୍କ ଐତିହାସିକ ସମାଗମଗ୍ରାମ କେବଳ ହିତାଧିକାରୀ ନୁହେଁ, ବିକାଶର ପ୍ରେରଣାଦାୟକ ଶକ୍ତି: ଶ୍ରୀ ଶିବରାଜ ସିଂହ ଚୌହାନ“ଏକ ବିକଶିତ ଭାରତର ପଥ ବିକଶିତ ଗ୍ରାମ ଦେଇ ଗତି କରେ”: ଶ୍ରୀ ଚୌହାନ“ବିକଶିତ
Read More...

ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଅସ୍ଥାୟୀ କଟକଣା ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିରିଟ୍ (ଏମଏସ) ଏବଂ ହାଇ ସ୍ପିଡ୍ ଡିଜେଲ(ଏଚଏସଡି)ର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପଗୁଡ଼ିକୁ ପ୍ରତ୍ୟାହାର
Read More...