Daily Archives

ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ପଦ୍ମପୁର ଉପଖଣ୍ଡ ପାଇକମାଲ ହାଇସ୍କୁଲ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉନ୍ନୟନ ପରିଷଦ ସଭାପତି ଗୋବର୍ଦ୍ଧନ ଭୋଇ
Read More...

ଆମ ପରମ୍ପରାରେ ରଜ ଉତ୍ସବ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖା ତରଫରୁ ମାସିକ ସାରସ୍ଵତ ସମାବେଶରେ ଆମ ପରମ୍ପରାରେ ରଜ ଉତ୍ସବ ଆଲୋଚନା ଚକ୍ର ଓ ରଜମଉଜ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ସାରନଗରୀ ସ୍ଥିତ ଚିନ୍ମୟ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଶାଖାର କାର୍ଯ୍ୟକାରୀ
Read More...

ବଲାଙ୍ଗିରରେ କାନଭାସ କଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିକଟସ୍ଥ ଲଳିତ କଳା ଏକାଡେମୀ ଠାରେ କଳାହାଣ୍ଡି ଆର୍ଟ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଏକ ନିଆରା କାନଭାସ କଳା ଅନୁଷ୍ଠିତ ହେଇଯାଇଛି । କଳାହାଣ୍ଡି ଆର୍ଟ ଆଣ୍ଡ ରିସର୍ଚ୍ଚର ପ୍ରିନ୍ସିପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ଶିକ୍ଷକ କିର୍ତ୍ତନ ଭୋଇଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଚେରେଙ୍ଗାଝାଞ୍ଜର ଗାଁର ବିଶିଷ୍ଟ ଶିକ୍ଷକ ତଥା ନୂଆଡିହି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କିର୍ତ୍ତନ ଭୋଇ (୫୫)ଙ୍କର ସୋମବାର ଅପରାହ୍ନରେ ପରଲୋକ ଘଟିଛି । ତାଙ୍କ ବିୟୋଗ ଖବର ପ୍ରକାଶ ପାଇବା
Read More...

ରାୟ ମଉସାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ଫିଟନେସ ପାଥ୍‌ର ସଭାପତି ବର୍ଷିଆନ ନିମାଇଁ ଚରଣ ରାୟ ଓରଫ ରାୟ ମଉସାଙ୍କ ବିୟୋଗରେ ଫିଟନେସ ପାଥ୍ ପରିସରରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ସଦାସର୍ବଦା ଚଳଚଞ୍ଚଳ, ହସହସ ମୁହଁ,
Read More...

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭାର ପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଭବ୍ୟ ଆୟୋଜନ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ଛାତ୍ର ଜୀବନରୁ ସଂସ୍କାରକୁ ପାଥେୟ କରି ଏକ
Read More...

ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଜ୍ଞା ପ୍ରବାହ ପଦ୍ମପୁର ଆନୁକୂଲ୍ୟରେ ରାଷ୍ଟ୍ରପୁରୁଷ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଉପଲକ୍ଷେ ପଦ୍ମପୁର ରାଜାଜୀ ଟାଉନ୍ ହଲ୍ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବରଗଡ଼ ଜିଲ୍ଲାର
Read More...

ମାଆ ମାଉଳି ଷଷ୍ଠ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କାଦୋପଦର ଗ୍ରାମରେ ଷଷ୍ଠ ଦିବସୀୟ ମାଆ ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୬ଟି ଦଳ ଅଂଶ ଗ୍ରହଣ କରି ଆୟୋଜକ ରାଧା ମାଧବ ଯୁବ ଅନୁଷ୍ଠାନର ପରିଚାଳନା ବ୍ୟବସ୍ଥାକୁ
Read More...

ବରପାଲି ହତ୍ୟାକାଣ୍ଡର ପର୍ଦ୍ଦାଫାଶ : ଟଙ୍କା କାରବାରକୁ ନେଇ ମହିଳାଙ୍କୁ ହତ୍ୟା, ଜଣେ ଗିରଫ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାର ବରପାଲି ଥାନା ଅଞ୍ଚଳରେ ଚର୍ଚ୍ଚିତ ମହିଳା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ମୁଖ୍ୟ କେନାଲ ବ୍ରିଜ ନିକଟରୁ ଉଦ୍ଧାର ହୋଇଥିବା ମହିଳାଙ୍କ ମୃତଦେହ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍‌ପି । ପୋଲିସ
Read More...

ବିକାଶର ଧାରା ଓଡିଶା ସାରା – ଦୁଇବର୍ଷ ପୂର୍ତ୍ତି ଅବସରରେ ଚିକଟମାଟ ଗ୍ରାମପଂଚାୟତ ସ୍ତରୀୟ ସମ୍ମିଳନୀ

ଲାଠିକଟା, (କେପିଏନ୍‌ଏସ୍‌) : ଲାଠିକଟା ବ୍ଲକ ଅନ୍ତର୍ଗତ ଚିକଟମାଟି ଗାମପଂଚାୟତ ଠାରେ ନୂତନ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀକୁ ଜିଲ୍ଲା ପରିଷଦ ଗୁଗୁନ କୁଜୁର, ବନବିଭାଗର ସେକ୍ସନ ଅଫିସର ରାଜେଶ ଯୋଶୀ, ସମିତି ସଭ୍ୟା
Read More...