Daily Archives

ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ୍ୟ କଳା ସଂସ୍କୃତି ମହାସଂଘ ଟ୍ରଷ୍ଟର ଲୋଗୋ ଉନ୍ମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ୍ୟ କଳା ସଂସ୍କୃତି ମହାସଂଘ ଟ୍ରଷ୍ଟର ଲୋଗୋ ଉନ୍ମୋଚନ ସୁଦପଡା କଲ୍ୟାଣ ମଣ୍ଡପରେ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ସୁଦପଡା ଶୀତଳଷଷ୍ଠୀ ମହୋତ୍ସବ ନାମଯଜ୍ଞ ସହଯୋଗ ସରିଲା ପରେ ୧୪ ଟି ବ୍ଲକରୁ ୧୦ଟି ସଂକୀର୍ତ୍ତନ୍ୟ ଦଳ ତଥା
Read More...

ପୁରୁଣାପାଣି ଶୀତଳଷଷ୍ଠୀ ଜଳନ୍ଧର ଦରବାର ଉଦ୍‌ଯାପିତ

ଉତ୍ସବ ମାଧ୍ୟମରେ ଶାନ୍ତି, ମୈତ୍ରୀ ଓ ପ୍ରଗତିର ବାର୍ତ୍ତାର ହେବ ପ୍ରସାର - ନରସିଂହଲୋକଙ୍କ ବିକାଶରେ ବାଧା ସୃଷ୍ଟି ହେଲେ କ୍ରାନ୍ତି ହେବ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଂଚାୟତର ପୁରୁଣାପାଣି ଠାରେ ଆଂଚଳିକ ଶୀତଳଷଷ୍ଠୀ ମହୋତ୍ସବ
Read More...

ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନଲାଇନ୍ ମତାମତ ଓ ମୂଲ୍ୟାୟନ ଗ୍ରହଣ ବ୍ୟବସ୍ଥା ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶାରେ ପ୍ରଥମ ଥର ପାଇଁ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅନଲାଇନ୍ ମତାମତ ଓ ମୂଲ୍ୟାୟନ ଗ୍ରହଣ ବ୍ୟବସ୍ଥା ଉଦ୍‌ଘାଟିତ ହୋଇଯାଇଛି । ଏହାଦ୍ୱାରା ଡାକ୍ତରଖାନାକୁ ଆସୁଥିବା ରୋଗୀ ତଥା ସେମାନଙ୍କ ପରିଜନଙ୍କ ମତାମତ
Read More...

ଗୁରୁ ସତ୍ୟନାରାୟଣ ଥିଲେ ସୋନପୁର ଓ ସମ୍ବଲପୁର ସମ୍ପର୍କର ସେତୁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସମ୍ବଲପୁରୀ ସଂସ୍କୃତିର ପୁରୋଧା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୀବନୀ ଏବଂ ସମ୍ବଲପୁରୀ ସଂସ୍କୃତି ପ୍ରତି ଅବଦାନ ଉପରେ ରବିବାର ସୋନପୁର ସୁରେଶ୍ଵରୀ ମନ୍ଦିର ପରିସରରେ ସାରସ୍ୱତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମାଞ୍ଚଳ ଏକତା ମଞ୍ଚ
Read More...

ଯୋଗ ମାନସିକ ସୁସ୍ଥତାରୁ ଶାରୀରିକ ସୁସ୍ଥତା ଆଡ଼କୁ ରାସ୍ତା ଦେଖାଇଥାଏ: ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗର କୋଲକାତାସ୍ଥିତ ରେଡ୍ ରୋଡ୍‌ରୁ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସର ଜାତୀୟ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଯୋଗ ଆମ ସମସ୍ତଙ୍କୁ ଯୋଡ଼ିଥାଏ ଏବଂ ଏକାଠି ଆଣିଥାଏ: ପ୍ରଧାନମନ୍ତ୍ରୀଯେତେବେଳେ ଯୋଗ ଜୀବନର ଏକ ଶୈଳୀ ପାଲଟିଯାଏ, ସେତେବେଳେ ଏହା
Read More...

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ତରଫରୁ ଶବରୀ ନାରାୟଣ ଧର୍ମଶାଳା ଇନ୍ଦିରା ନଗର ବଲାଙ୍ଗିର ଠାରେ ଦ୍ୱାଦଶତମ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧାଙ୍କ ସଭାପତିତ୍ୱରେ ପାଳନ କରାଯାଇଥିଲା । ସର୍ବ
Read More...

କୋଲକାତାର ରେଡ୍ ରୋଡ୍ଠାରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଲୋକ, ସମାଜ ଏବଂ ଦେଶମାନଙ୍କୁ ଏକତ୍ର କରିବାର ଅଦ୍ଭୁତ ଶକ୍ତି ଯୋଗ ନିକଟରେ ଅଛି : ପ୍ରଧାନମନ୍ତ୍ରୀଯୋଗ ଆମକୁ ପରିଣତ ବୟସରେ ମଧ୍ୟ ସୁସ୍ଥ, ସକ୍ରିୟ ଏବଂ ସତେଜ ରହିବାରେ ସାହାଯ୍ୟ କରେ: ପ୍ରଧାନମନ୍ତ୍ରୀଯୋଗ କେବଳ ବ୍ୟକ୍ତିଗତ କଲ୍ୟାଣ ପାଇଁ ନୁହେଁ; ଏହା ବିଶ୍ୱ ଶାନ୍ତି ପାଇଁ ମଧ୍ୟ ଏକ ପଥ:
Read More...

ଧୈର୍ଯ୍ୟ, ଶାନ୍ତି ଓ ସନ୍ତୁଳିତ ଜୀବନର ମୂଳମନ୍ତ୍ର ହେଉଛି ଯୋଗ-ଲୋକସଭା ବାଚସ୍ପତି

ଯୋଗ କେବଳ ଭାରତର ସଫ୍ଟ ପାୱାର ନୁହେଁ; ଏହା ମାନବ ଜାତି ପ୍ରତି ଭାରତର ଗୁରୁଦାୟିତ୍ୱ: ଲୋକ ସଭା ବାଚସ୍ପତିଗଣତନ୍ତ୍ରରେ ଆଲୋଚନା ଓ ମାନସିକ ସନ୍ତୁଳନର ଆଧାର ହେଉଛି ଯୋଗ: ଲୋକସଭା ବାଚସ୍ପତିଯୋଗ କେବଳ ଗୋଟିଏ ଦିନର ଉତ୍ସବ ନୁହେଁ; ବରଂ ବର୍ଷର ୩୬୫ ଦିନର ପ୍ରତିବଦ୍ଧତା ହେବା ଉଚିତ : ଲୋକସଭା
Read More...

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ : ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର କଟାରି ସାହି ନିକଟସ୍ଥ କନ୍ଧମାଳ ମହିଳା ସମବାୟ ସମିତି ଦ୍ୱାରା ପରିଚାଳିତ ଖଲି ଗୋଦାମରେ ରବିବାର ଭୋରରୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ସୂଚନା
Read More...