Daily Archives

କଫ ସିରପ୍‌ ବିକୁଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲା ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଭିଯୁକ୍ତ କଫ ସିରପ୍‌ ବିକୁଥିଲା । ବଲାଙ୍ଗିର ଟାଉନ ଥାନା ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ । ଆଜି ସକାଳ ପାଖାପାଖି ୯ଟା ୪୫ ସମୟରେ ଟାଉନ ଥାନା ଏସ୍. ଆଇ ଚର୍ଚିଲ ମହାପାତ୍ର, ଏ.ଏସ.ଆଇ ବୈକୁଣ୍ଠ ଦେହେରୀ ଓ ଷ୍ଟାଫ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ଖବର
Read More...

ବଲାଙ୍ଗିରରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ-୨୦୨୬’ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଜି କୋଶଳ କଳା ମଣ୍ଡପ ପଡ଼ିଆ ଠାରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ-୨୦୨୬’ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ
Read More...

ବାଲିଗୁଡାରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳନ ହୋଇଯାଇଛି । ଏଥିରେ ସଂଘର କାଳିନ୍ଦୀ ଚରଣ ପଣ୍ଡା ଓ ଅନନ୍ତ କୁମାର ଦାସଙ୍କ ସମେତ ଜିଲ୍ଲା
Read More...

ଜଡ଼ାକୁଦର ଗ୍ରାମପଂଚାୟତରେ ବିକାଶର ଧାରା ଓଡିଶା ସାରା – ଦୁଇବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ

ଲାଠିକଟା, (କେପିଏନ୍‌ଏସ୍‌) : ଲାଠିକଟା ବ୍ଲକ ଅନ୍ତର୍ଗତ ଜଡ଼ାକୁଦର ଗାମପଂଚାୟତ ଠାରେ ନୂତନ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗଦାନ କରିଥିଲେ । ଜିଲ୍ଲା ପରିଷଦ (ଖ) ସଂଜୁକ୍ତା ବିନ୍ଦୁ
Read More...

ନିଟ୍ ପ୍ରଶ୍ନପତ୍ର ଲିକ୍ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତାଫା ଦାବି କଲା କଂଗ୍ରେସ

ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଏକ ଅର୍ଥ ଶୋଷଣ କରୁଥିବା ମେସିନ ଅଟେ - ନରସିଂହଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଳନ ହେବ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୨ ବର୍ଷ ଭିତରେ ୮୯ ଥର ବିଭିନ୍ନ
Read More...

ଆଦର୍ଶ ଶିକ୍ଷକ ନରହରି ସାହୁଙ୍କ ପରଲୋକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଧୁଣ୍ଡିମହୁଲ କଲୋନୀପଡ଼ା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନରହରି ସାହୁଙ୍କ ନିଜ ଗ୍ରାମ ଧୁଣ୍ଡିମହୁଲ ବାସଭବନରେ ପରଲୋକ ହୋଇଯାଇଛି । ସେ କିଡନୀ ଏବଂ ହୃଦରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ । ସ୍ୱର୍ଗତ
Read More...

ସୁଜାତାଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ବିଜେଡି ନେତା ଗିରିରାଜ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଓଡ଼ିଶା ପ୍ରଶାସନିକ ସେବା କ୍ଷେତ୍ରରେ ଜଣେ ପରିଚିତ ଏବଂ ଦକ୍ଷ ଅଧିକାରୀ ଭାବେ ପରିଚିତ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ ଯୋଗ ଦେଇଛନ୍ତି । ଏହି ଅବସରରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର
Read More...

ଗଛତଳେ ରହିବା ହେଲା କାଳ, ବଜ୍ରାଘାତରେ ଦୁଇ ନାବାଳକଙ୍କ ମୃତ

ବୌଦ୍ଧ, (କେପିଏନ୍‌ଏସ୍‌) : ବର୍ଷା ସମୟରେ ଗଛତଳେ ରହିବା ହେଲା କାଳ । ବଜ୍ରାଘାତରେ ଦୁଇ ନାବାଳକଙ୍କ ମୃତ୍ୟୁ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ପଞ୍ଚାୟତର ଝାଙ୍କରପଡା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି । ବଜ୍ରାଘାତରେ ଦୁଇଜଣ ନାବାଳକଙ୍କର ଅକାଳ ବିୟୋଗ ହୋଇଛି,
Read More...

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ଓ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ରାଉରକେଲା ଶାଖାର ୫୨ତମ ବାର୍ଷିକ ଉତ୍ସବ ରବୀନ୍ଦ୍ର ନଜରୁଲ ସଂଧ୍ୟା ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ମୌସୁମୀ ରାୟ ତପାଦାର ଓ ପଲ୍ଲବ ଚାଟାର୍ଜୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ରୂପରେ
Read More...

ପୂର୍ବତନ ନଗରପାଳ ନବୀନ ଚନ୍ଦ୍ର ପାଢ଼ୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନ୍‌ଏସିର ପୂର୍ବତନ ନଗରପାଳ ତଥା ବରିଷ୍ଠ ନାଗରିକ ନବୀନ ଚନ୍ଦ୍ର ପାଢ଼ୀଙ୍କ ୯୨ବର୍ଷ ବୟସରେ ଶୁକ୍ରବାର ରାତିରେ ତାଙ୍କ ପଦ୍ମପୁର ସ୍ଥିତ ବାସଭବନରେ ପରଲୋକ ଘଟିଛି । ଶ୍ରୀ ପାଢ଼ୀଙ୍କର ପଦ୍ମପୁର ସହରର ବିକାଶରେ ଅନେକ ଅବଦାନ ରହିଥିବା ସହିତ ସେ
Read More...