Daily Archives

ଟୋକନ ଅଭାବରୁ ମଣ୍ଡିରେ ପଡ଼ି ରହିଛି ଧାନ, ଚାଷୀଙ୍କ ଦୁର୍ଦ୍ଦଶାକୁ ନେଇ ବଙ୍ଗୋମୁଣ୍ଡା ମଣ୍ଡିରେ ଧାରଣା

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଧାନ ମଣ୍ଡିରେ ଟୋକନ ଅଭାବ ଯୋଗୁଁ ଚାଷୀମାନଙ୍କ ଧାନ ମାସ ମାସ ଧରି ଅବିକ୍ରିତ ଅବସ୍ଥାରେ ପଡ଼ି ରହିଥିବା ଅଭିଯୋଗ ହୋଇଛି । ଧାନ ଉଠାଣରେ ବିଳମ୍ବ ହେବାରୁ ଚାଷୀମାନେ ନିଜ ଅମଳକୁ ଖୋଲା ଆକାଶ ତଳେ ଜଗି
Read More...

ପଦ୍ମପୁରରେ ଭୟଙ୍କର ଟ୍ରକ ଦୁର୍ଘଟଣା : ଘରକୁ ପିଟିଲା ଦ୍ରୁତଗତି ଟ୍ରକ, ଡ୍ରାଇଭର-ହେଲ୍ପର ଫେରାର

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାର ପଦ୍ମପୁର ରାଜାପଡ଼ା ଅଞ୍ଚଳରେ ପଦ୍ମପୁର–ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଏକ ଦ୍ରୁତଗତି ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘରେ ପିଟି ହୋଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଓ ହେଲ୍ପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଘରେ ଥିବା
Read More...

କୁଡାସିଂହାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଏବଂ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିର କୁଡାସିଂହାର ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା କାର୍ଯ୍ୟକ୍ରମ କୁଡାସିଂହା ଠାରେ ସଫଳତା ସହ ଅନୁଷ୍ଠିତ
Read More...

କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଉପମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରେକ୍ଷାଳୟରେ ଏକ ଜିଲ୍ଲାସ୍ତରୀୟ ସମାରୋହ ଆୟୋଜିତ ହୋଇଥିଲା । ଏହି ସମାରୋହରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ
Read More...

ବଲାଙ୍ଗିର ହସ୍ପିଟାଲରେ ଲୁଟ ମାମଲା : ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଫକ୍ରିଆ ମୁଣ୍ଡା ନିବାସୀ ବାବୁଲାଲ ବାରିକଙ୍କ ପତ୍ନୀ ରିପୋର୍ଟକାରୀଣୀ ମମତା ବାରିକ ବଲାଙ୍ଗିର ହସ୍ପିଟାଲକୁ ଆସିଥିବା ବେଳେ ତାଙ୍କ ୧୩ ବର୍ଷିୟ ପୁଅକୁ ଜଣେ ଅଜଣା ବ୍ୟକ୍ତି ସାଙ୍ଗରେ ନେଇ ପିଟାମରା କରି ଗୋଟିଏ ରେଡମି ମୋବାଇଲ
Read More...

ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ଡା. ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଜନକଲ୍ୟାଣକାରୀ
Read More...

ଅଗସ୍ତିନୂଆଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଦୁଇ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ବାଇପାସ୍ ଅଗସ୍ତିନୂଆଗାଁ ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଘଟଣା ସ୍ଥଳରେ ଖବର ପାଇ ଛତ୍ରପୁର ଅଗ୍ନିଶମ ବିଭାଗ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଛତ୍ରପୁର
Read More...

ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ପୂର୍ବତନ ଛାତ୍ର ସମ୍ମିଳନୀ ସଭା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ଲାୟନ୍ ଦୀପକ୍ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଗଢ଼ିଉଠିଥିବା ଟିଟିଲାଗଡ଼ ସହରର ସିବିଏସ୍ଇ ଅନୁବନ୍ଧିତ ଅଗ୍ରଣୀ ଆବାସିକ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନ ପରିବାର ପକ୍ଷରୁ ଏକ ସମ୍ମାନ ସଭା (ପୂର୍ବତନ
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିନ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଟିଟିଲାଗଡ଼ ଅଞ୍ଚଳର ଯୁବନେତା ତଥା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ନରସିଂହ ସିଂଙ୍କ
Read More...

ଇଷ୍ଟକୋଷ୍ଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କ ଟିଟିଲାଗଡ଼ ରେଳ ଷ୍ଟେସନ ପରିଦର୍ଶନ : ଅଞ୍ଚଳର ବିକାଶ ପାଇଁ ଦାବିପତ୍ର…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣୀ ବ୍ୟବସାୟୀ ସଂଗଠନ ‘ଟିଟିଲାଗଡ଼ ମାର୍ଚେଣ୍ଟସ୍ ଆସୋସିଏସନ୍’ ପକ୍ଷରୁ ଏକ ପ୍ରତିନିଧି ଦଳ ଜେନେରାଲ ମ୍ୟାନେଜରଙ୍କୁ ସାକ୍ଷାତ କରି ଷ୍ଟେସନର ଭିତ୍ତିଭୂମି ଓ ଯାତ୍ରୀ ସୁବିଧାର ଉନ୍ନତି ପାଇଁ ୧୧ ଦଫା ସ୍ମାରକପତ୍ର ପ୍ରଦାନ କରିଛନ୍ତି
Read More...