Daily Archives

ଉତ୍କଳ ବଣିକ ସଂଘ ଟିଟଲାଗଡ ଶାଖାର ସଦସ୍ୟଙ୍କ ରେଳବାଇ ମହାପ୍ରବନ୍ଧକଙ୍କ ସହ ସ୍ୱଜନ ମୂଳକ ସାକ୍ଷାତ ସହ ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କ ସମସ୍ୟାକୁ ପ୍ରମୁଖତାର ଉପସ୍ଥାପନ କରିବା ସହ ସମାଧାନର ଆଶ୍ୱାସନା ଦେଲେ ଜି ଏମ୍ । ଉତ୍କଳ ବଣିକ ସଂଘ, ଟିଟିଲାଗଡ଼ର ସମ୍ପୂର୍ଣ୍ଣ ଟିମ ଭୁବନେଶ୍ୱରରୁ ଆସିଥିବା ରେଳବାଇର ମହାପ୍ରବନ୍ଧକ (ଜିଏମ୍) ମହୋଦୟଙ୍କ ସହ ସ୍ୱଜନ ମୂଳକ
Read More...

ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ନିମନ୍ତେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରୁ ପ୍ରାୟ ୧୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି ଏବଂ ଟେଣ୍ଡର କାର୍ଯ୍ୟ ମଧ୍ୟ ସରିଛି । ଏହି
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ୧୫୦୧ୟୁନିଟ୍ ରକ୍ତ ସଂଗ୍ରହ କରି ଚର୍ଚ୍ଚାରେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତ୍ତୃତ୍ଵରେ ଛତ୍ରପୁର ଠାରେ ଆୟୋଜିତ ଏକ ବିଶାଳ ମେଗା ରକ୍ତଦାନ ଶିବିରରେ ୧୫୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ଏକ ନିଆରା ରେକର୍ଡ ସୃଷ୍ଚି
Read More...

ଏନସିଓଆରଡିର ୧୦ମ ଶୀର୍ଷ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ(୨୦୨୬-୨୦୨୯) ଓ ଏନସିବିର ବାର୍ଷିକ ରିପୋର୍ଟ - ୨୦୨୫’ ଉନ୍ମୋଚିତ୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମାଦକଦ୍ରବ୍ୟ ନଷ୍ଟ ପାଇଁ ଦେଶବ୍ୟାପୀ ପାକ୍ଷିକ ଅଭିଯାନ ଆରମ୍ଭସିନ୍ଥେଟିକ୍ ଡ୍ରଗ୍ସ, ଡାର୍କନେଟ୍ ଓ ସୀମାପାର ଚୋରା ଚାଲାଣକୁ ରୋକିବା ପାଇଁ
Read More...