Yearly Archives

2022

ଜିଲ୍ଲାର ରୋଗୀମାନଙ୍କୁ ଚିକିତ୍ସା ପାଇଁ ଆଉ କଟକ ବା ଭୁବନେଶ୍ୱର ଯିବା ଆବଶ୍ୟକ ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜିଲ୍ଲାର ରୋଗୀମାନଙ୍କୁ ଚିକିତ୍ସା ପାଇଁ ଆଉ କଟକ ବା ଭୁବନେଶ୍ୱର ଯିବା ଆବଶ୍ୟକ ନାହିଁ । ନିଜ ଜିଲ୍ଲାରେ ହିଁ ସେମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ । ଆମ ପାଇଁ ‘ପ୍ରତି ଜୀବନ ମୂଲ୍ୟବାନ’ । ଏହି ଆଦର୍ଶ ନେଇ ଆମେ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ
Read More...

କୁରୁମାଲ ଗ୍ରାମ ନିକଟ ନଦୀଠାରୁ ବାଲି ଚୋରାଚାଲାଣ ବେଳେ ବନ ବିଭାଗର ଚଢାଉ : ଟ୍ରାକ୍ଟର ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲାଠୋର ରେଞ୍ଜର କର୍ମଚାରୀମାନେ କୁରୁମାଲ ଗ୍ରାମ ନିକଟ ନଦୀଠାରୁ ବାଲି ଚୋରାଚାଲାଣ ବେଳେ ଚଢାଉ କରି ଗୋଟିଏ ଟ୍ରାକ୍ଟରକୁ ଜବତ କରିଥିବା ନେଇ ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ଜବତ ଟ୍ରାକ୍ଟର ନଂ. ହେଉଛି ଓଡି ୦୩ଏନ୍‌ ୦୭୦୧ ।
Read More...

୯ ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୧୪.୭୦ କୋଟି ଟଙ୍କାରେ ନିର୍ମିତ ୯ ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ । ଏଥିସହିତ ୩୩.୬୮ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର
Read More...

ଲାଠୋରଠାରେ ଚଢାଉ କରି କାଠଗଣ୍ଡି ଜବତ କଲା ବନ ବିଭାଗ ବୋଲି ଡିଏଫଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲାଠୋରଠାରେ ବନ ବିଭାଗ ଚଢାଉ କରି ଗୋଟିଏ ହାତ ତିଆରି କରତ ସହ କାଠଗଣ୍ଡି ଜବତ କରିଥିବା ବେଳେ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନକୁ ଗିରଫ କରିଥିବା ନେଇ ଡିଏଫଓ ନିତିଶ କୁମାର ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ନିଜର ଦୋଷ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୫ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୬୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ
Read More...

ତେଲେନ୍ ଜୋର୍ ବ୍ରିଜ୍ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଲସୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁଟଜୁରି ଗାଁର ତେଲେନ୍ ଜୋର୍‌ର ବ୍ରିଜ୍ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ସମିତି ସଭ୍ୟ ଗିରିରାଜ ସିଂ ମାଝି ଅଭିଯୋଗ କରିଛନ୍ତି । ଶ୍ରୀ ମାଝିଙ୍କ ଅଭିଯୋଗ ଅନୁସାରେ ଚାରିମାସ
Read More...

କେନ୍ଦ୍ର ସରକାରଙ୍କ ନିରନ୍ତର ଅନୁଧ୍ୟାନ ଏବଂ ନୀତିଗତ ନିର୍ଣ୍ଣୟର ମିଳିଲା ସୁଫଳ : ଦେଶରେ ସ୍ଥିର ହେଲା ଡାଲି ଓ ପିଆଜ ଦର

● ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପାଖରେ ୪୩.୮୨ ଲକ୍ଷ ଟନ୍ ଡାଲିର ବଫର ଷ୍ଟକ୍ ଗଚ୍ଛିତ ରହିଛି● ଉପଲବ୍ଧ ଷ୍ଟକରୁ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବିତରଣ ଲାଗି ରାଜ୍ୟମାନଙ୍କୁ କିଲୋ ପ୍ରତି ୮ ଟଙ୍କା ରିହାତି ଦରରେ ଚଣା ଆବଣ୍ଟନ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ଖାଦ୍ୟ ସାମଗ୍ରୀର
Read More...

ଭାରତୀୟ ପାଣିପାଗ ବିଭାଗର ସ୍ପଷ୍ଟୀକରଣ

ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ ଭୁବନେଶ୍ୱର, (ପିଆଇବି) : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ ।
Read More...

ଗୁଜରାଟ କେଭଡିଆ ସ୍ଥିତ ଏକତାର ପ୍ରତିମୂର୍ତ୍ତି ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମିଶନ ଲାଇଫ ଉଦଘାଟିତ

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ସହ ଦ୍ୱିପାକ୍ଷିକ ବୈଠକବିଶ୍ୱ ନେତାଗଣ ପଦକ୍ଷେପ ଓ ସମର୍ଥନ ଘୋଷଣା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ଅଭିନନ୍ଦନପରିବେଶଧର୍ମୀ ମଜଭୁତ ନୀତି ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଯୋଗୁ ଖୁବ ଉତ୍ସାହିତ କହିଲେ- ଜାତିସଂଘ ମହାସଚିବଶ୍ରୀ ଗୁଟେରସଙ୍କ
Read More...

ମଧ୍ୟପ୍ରଦେଶକୁ ୫ମ ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ଆୟୋଜକ ଭାବରେ ଘୋଷଣା କରିଛନ୍ତି ଅନୁରାଗ ସିଂହ ଠାକୁର

ଆସନ୍ତା ବର୍ଷ ଜାନୁୟାରୀ ୩୧ ତାରିଖରୁ ୧୧ ଫେବୃଆରୀ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ୮ ଟି ସହରରେ ଏହି ଖେଳ ଗୁଡିକ ଅନୁଷ୍ଠିତ ହେବଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ପ୍ରଥମ ଥର ପାଇଁ ଜଳ କ୍ରୀଡା ଅନ୍ତର୍ଭୁକ୍ତ ହେବ ଦିଲ୍ଲୀ, (ପିଆଇବି) : ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ଆଗାମୀ ସଂସ୍କରଣ ମଧ୍ୟପ୍ରଦେଶରେ
Read More...