Yearly Archives

2022

ଅକ୍ଟୋବର ୨୨ରେ ୧ଠ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ “ରୋଜଗାର ମେଳା”…

ପ୍ରଥମ ଦଫାରେ ୭୫ ହଜାର ନୂତନ ନିଯୁକ୍ତିନୂତନ ନିଯୁକ୍ତି ପାଉଥିବା ବ୍ୟକ୍ତିଙ୍କୁ ହସ୍ତାନ୍ତର ହେବ ନିଯୁକ୍ତିପତ୍ରଚୟନ ପ୍ରକ୍ରିୟା ସରଳ ହୋଇଥିବା ବେଳେ, ପ୍ରଯୁକ୍ତି ଉପଯୋଗ ଯୋଗୁ ନିଯୁକ୍ତି ପଦ୍ଧତି ଦ୍ରୁତତର ହେବଜନକଲ୍ୟାଣ ଓ ଯୁବପିଢ଼ିକୁ ନିଯୁକ୍ତି ସୁଯୋଗ ଦେବାର ସରକାରଙ୍କ ଅଙ୍ଗୀକାରବଦ୍ଧତା
Read More...

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୨ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଘୋରଡିଆ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଆଞ୍ଚଳିକ ସାଧନ କେନ୍ଦ୍ର
Read More...

ବଲାଙ୍ଗିର ପୌରପରିଷଦ ତରଫରୁ ସହରାଞ୍ଚଳର ନବନିର୍ମିତ ବିଭିନ୍ନ ରାସ୍ତାର ଉଦ୍‌ଘାଟନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦ ତରଫରୁ ବଲାଙ୍ଗିର ସହରାଞ୍ଚଳର ନବନିର୍ମିତ ବିଭିନ୍ନ ରାସ୍ତାର ଉଦ୍‌ଘାଟନ କଲେ ପୌରାଧ୍ୟକ୍ଷା ଲିକା ସାହୁ । ଆଜି ବଲାଙ୍ଗିର ପୌରପରିଷଦ ତରଫରୁ ବଲାଙ୍ଗିର ସହରାଞ୍ଚଳର ନବନିର୍ମିତ ରାଜିବ ନଗର ରାସ୍ତା, ଚମାର ଟିକ୍ରା ରାସ୍ତା, ସୁନାରୀ ଗଲି,
Read More...

ଜିଲ୍ଲାରେ ମଦ୍ୟପାନ ସେବନ କରି ଗାଡି ଚଲାଉଥିବା ୨୨ ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଲା ପୋଲିସ ବୋଲି ଏସ୍‌ପିଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ କ୍ରମାଗତ ଭାବେ ଦୁର୍ଘଟଣା ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିବାର ଗୋଟିଏ ମୁଖ୍ୟ କାରଣ ହେଉଛି ମଦ୍ୟପାନ ସେବନ କରି ଗାଡି ଚଲାଇବା । ତେବେ ଏଥିପ୍ରତି ଧ୍ୟାନ ଦେଇ ଜିଲ୍ଲା ପୋଲିସ ପ୍ରଶାସନ କଡା ପଦକ୍ଷେପ ନେଇଥିବା ବେଳେ ଆଜି
Read More...

ସହରରେ ଚାଲୁଥିବା ବିଭିନ୍ନ ଉନ୍ନତିକରଣ କାର୍ଯ୍ୟକୁ ପରିଦର୍ଶନ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଚାଲିଥିବା ବିଭିନ୍ନ ଉନ୍ନତିକରଣ କାର୍ଯ୍ୟକୁ ଆଜି ଜିଲ୍ଲାପାଳ ଚଂଚଳ ରାଣା ପରିଦର୍ଶନ କରିଛନ୍ତି । ସହରରେ ଥିବା ବିଦ୍ୟାଳୟ, ସ୍ମାର୍ଟ ପାର୍କ, ଶ୍ମଶାନ ଓ ବିଷ୍ଣୁମୁଣ୍ଡା ସ୍ଥିତ ଆର.ଆର କଲୋନୀ ଠାରେ ଚାଲୁଥିବା ବିଭିନ୍ନ ଉନ୍ନତିକରଣ
Read More...

ସ୍ୱାଭିମାନ ପରିବାର ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ୱାଭିମାନ ପରିବାର ଆନୁକୂଲ୍ୟରେ ଟାଉନ ହଲ୍‌ ଠାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଏବଂ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ସମ୍ମାନିତ
Read More...

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀମୟୀ ମିଶ୍ର । ଏହି ଅବସରରେ ସେ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ
Read More...

ଛିନ୍ଦେଇକେଲା ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀରେ ଅଖଣ୍ଡ ଭଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ସତ୍ୟସାଇ ବାବାଙ୍କ ପବିତ୍ର ଅବତାର ଦିବସ ଉପଲକ୍ଷେ ୯୭ଟି ଭଜନ ବାବାଙ୍କ ପାଦ ପଦ୍ମରେ ଅର୍ପଣ କରାଯାଇଛି । ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ଛିନ୍ଦେଇକେଲାର ଭାଇ ଭଉଣୀଙ୍କ ଦ୍ୱାରା ଅଖଣ୍ଡ ଭଜନ ପରିବେଷଣ କରାଯାଇଥିଲା । ଆବାହକ ସନ୍ତୋଷ କୁମାର ପାଢ଼ୀଙ୍କ
Read More...

ପ୍ରାଣୀଧନ ପାଳନ ଉପରେ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ଆଜି ଗୁରୁବାର ଦିନ ପ୍ରାଣୀଧନ ପାଳନ ଉପରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ତାଲିମଦାତା ଭାବେ ମ.ରାମପୁର ସହକାରୀ ପ୍ରାଣୀଧନ ଚିକିତ୍ସକ ଦିବ୍ୟ ରଞ୍ଜନ ଲେଙ୍କା,
Read More...

ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ : ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର : ଗାଁ ମୁହାଁ ହେଉଛନ୍ତି ହାତୀପଲ । ହାତୀପଲ ଦିନ ବେଳା ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଇଥିବା ବେଳେ ରାତିରେ ଆସି ଧାନ ବିଲ ଗୁଡିକରେ ଧାନ ନଷ୍ଟ କରି ପୁଣି ଜଙ୍ଗଲକୁ ଫେରି ଯାଉଛନ୍ତି । ହାତୀପଲ ଗାଁ ଛାଡି ଯାଉନଥିବାରୁ ଏବେ ଚିନ୍ତାରେ ପଡିଯାଇଛନ୍ତି ଲୋକେ । ଧାନ ଅମଳ ପୂର୍ବରୁ
Read More...