Yearly Archives

2022

ବାଣ ଗୋଦାମରେ ବିସ୍ଫୋରଣ : ୩ ମୃତ, ୭ ଆହତ

ଭୋପାଳ : ମଧ୍ୟପ୍ରଦେଶର ମୋରେନାରେ ଗୁରୁବାର ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବିସ୍ଫୋରଣ ବେଳେ ୧୦ରୁ ଅଧିକ ଲୋକ ସେଠାରେ ଥିଲେ । ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ବାନମୋରନଗରର ଜୈତପୁର ରୋଡ୍‌ରେ ଅବସ୍ଥିତ
Read More...

ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଦେବଗଡ଼ : ଦେବଗଡ ପୌର ପରିଷଦରେ ପୂର୍ବରୁ କାମ କରୁଥିବା ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଏକ ପୁରୁଣା ବିଲ କରାଇଦେବାକୁ କଲିତ କୁମାର କରଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଏଥିସହ
Read More...

ପ୍ରଫେସର୍‌ ଚିତ୍ତରଞ୍ଜନ ଦାସଙ୍କ ଶତବାର୍ଷିକୀ ଆସନ୍ତା ୨୨ ଓ ୨୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁ ମୁଖରେ ଓଡିଶାର ସକ୍ରେଟିସ ଭାବେ ଅବହିତ ଅଦ୍ୱିତୀୟ ପ୍ରତିଭାବାନ ଚିନ୍ତକ, ଶୀର୍ଣ୍ଣ ତନୁରେ ବିଶାଳ ହୃଦୟ ବହନ କରିଥିବା ପ୍ରଫେସର୍ ଚିତ୍ତରଞ୍ଜନ ଦାସ (ଚିତ୍ତଭାଇ)ଙ୍କ ଜନ୍ମ ଶତବାର୍ଷିକୀ ଗତ ଅକ୍ଟୋବର ୩ ତାରିଖକୁ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ
Read More...

ମଣ୍ଡଳରୁ ପାଟଣାଗଡ ରାସ୍ତା ଅବସ୍ଥା ଶୋଚନୀୟ : ବଢୁଛି ଦୁର୍ଘଟଣା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ମଣ୍ଡଳରୁ ପାଟଣାଗଡ଼ ଯିବା ମୁଖ୍ୟ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଦୀର୍ଘ ଦିନ ହେବ ରାସ୍ତାରେ ପିଚୁ ଉପୁଡ଼ି ଖାଲ ଖମା ସୃଷ୍ଟି ହୋଇ ରାସ୍ତାରେ ପାଣି ଭର୍ତ୍ତି ହୋଇ କୃତ୍ରିମ ହ୍ରଦ ପାଲଟିଛି
Read More...

ଅକ୍ଟୋବର ୨୫ ତାରିଖରେ ଗୁଡଭେଲା ବ୍ଲକ ଅନ୍ତର୍ଗତ ବୀରମୁଣ୍ଡା ଗ୍ରାମରେ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅକ୍ଟୋବର ୨୫ ତାରିଖ ପୂର୍ବାହ୍ନ ୮ ଘଟିକା ଠାରୁ ଗୁଡଭେଲା ବ୍ଲକ ଅନ୍ତର୍ଗତ ବୀରମୁଣ୍ଡା ଗ୍ରାମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହେବ । ଏହି ପଞ୍ଚାୟତ ଲୋକ ସେବା ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ
Read More...

ସମ୍ବଲପୁର ସବୁବେଳେ ବଲାଙ୍ଗିରକୁ ଅଣଦେଖା କରିଆସିଛି – ପଦ୍ମଶ୍ରୀ ଶ୍ରୀନିବାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ବଲାଙ୍ଗିର ଜିଲ୍ଲା ସବୁବେଳେ ଅବହେଳାର ଶୀକାର ହୋଇଆସିଛି । ଏହା ସହିତ ସମ୍ବଲପୁରବାସୀ ବଲାଙ୍ଗିରକୁ ସବୁବେଳେ ଅନଦେଖା କରିଆସିଛନ୍ତି ଓ ସବୁ ପ୍ରସଙ୍ଗରେ ବଲାଙ୍ଗିରକୁ ପ୍ରତାରଣା କରୁଛନ୍ତି ବୋଲି ପଦ୍ମଶ୍ରୀ ଡ.ଶ୍ରୀନିବାସ ଉଦ୍‌ଗାତା ଆଜି
Read More...

ବଲାଙ୍ଗିରରେ ହାଇକୋର୍ଟ ପୁନଃସ୍ଥାପନ ଦାବୀରେ ଆନ୍ଦୋଳନ ତେଜିଲା : ସମସ୍ତ ସରକାରୀ, ବେସରକାରୀ, ଡାକଘର, ବୀମା ଓ ବ୍ୟାଙ୍କ…

ଆନ୍ଦୋଳନରେ ସାମିଲ ହେଲେ ଦୁଇ ପଦ୍ମଶ୍ରୀ ଓ ଲୋଇସିଂହା ବିଧାୟକ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ହାଇକୋର୍ଟ ପୁନଃସ୍ଥାପନ ଦାବୀରେ ଆଜି ଜୋରଦାର ଆନ୍ଦୋଳନ ଆରମ୍ଭ ହୋଇଛି । ବଲାଙ୍ଗିର ମିଳିତ ଏକ୍ସନ କମିଟିର ଆହ୍ୱାନ କ୍ରମେ ଡାକରା ଦିଆଯାଇଥିବା ଆନ୍ଦୋଳନ ଫଳରେ ବଲାଙ୍ଗିରର ସମସ୍ତ
Read More...

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧୀୟ ବଗିଚା : ଫାର୍ମାସିଷ୍ଟ ହେମନ୍ତ ସାହୁଙ୍କ ଅବଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଉର୍ଲଦାନୀ ପାଂଚୟତ । ଏହି ପଂଚାୟତଟି ଆଦିବାସୀ ଅଧ୍ୟୁଷିତ ପଂଚାୟତ ହୋଇଥିବା ବେଳେ କଳାହାଣ୍ଡିର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ପାଇଁ ସାରା ଓଡିଶାରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଏହି ପଂଚାୟତ
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସମ୍ମିଳନୀ ଆସନ୍ତା ୨୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା 'ମୋ କଲେଜ' ଏବଂ ପୁରାତନ ଛାତ୍ର ପରିଷଦର ଏକ ମିଳିତ ସମ୍ମିଳନୀ ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୯ଟା ୩୦ମିନିଟ୍‌ରେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ୧୯୬୧ ମସିହାରୁ
Read More...

ପରିବା ବେପାରିଙ୍କୁ ପିସ୍ତଲ ଦେଖାଇ ବାଇକ ଲୁଟ୍‌ ଅଭିଯୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଯୋଗିମୁଣ୍ଡା ଗ୍ରାମର ଜଣେ ପରିବା ବେପାରିଙ୍କୁ ଏକ ନକଲି ପିସ୍ତଲ ଦେଖାଇ ଦୃବୃତ୍ତମାନେ ତାଙ୍କ ବାଇକ ଲୁଟି ନେଇଥିବା ନେଇ ପରିବା ବେପାରି ଗୋପ ପୁଟେଲ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ପ୍ରତିଦିନ ଭଳି
Read More...