Yearly Archives

2022

ଗୁଜୁରାଟରେ ଭୂମିକମ୍ପ ଝଟ୍‌କା

ଅହମ୍ମଦାବାଦ : ଗୁଜୁରାଟରେ ଗୁରୁବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି । ସୂଚନା ଅନୁସାରେ, ସୁରଟଠାରୁ ୬୧ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଏହି ଭୂମିକମ୍ପ ସ୍ଥଳ ବୋଲି କୁହାଯାଉଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୫ ରହିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ,
Read More...

ପ୍ରଫେସର ବସନ୍ତ ପଣ୍ଡା ପାଇବେ ଗୋଦାବରୀଶ ମିଶ୍ର ସମ୍ମାନ

କଟକ : ସାହିତ୍ୟିକ ପ୍ରଫେସର ବସନ୍ତ କୁମାର ପଣ୍ଡା ଚଳିତବର୍ଷର ମର୍ଯ୍ୟାଦାଜନକ ଗୋଦାବରିଶ ମିଶ୍ର ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆସନ୍ତା ୨୬ ତାରିଖରେ କଟକ ସାରଳା ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡାଙ୍କୁ ସମ୍ମାନିତ କରାଯିବ ବୋଲି
Read More...

ଆଶ୍ମୀ ମିଶ୍ରଙ୍କୁ ଉତ୍କଳ ପ୍ରତିଭା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଝିଅ ଆଶ୍ମୀ ମିଶ୍ର(୯) ବଲାଙ୍ଗିର ତଥା ଓଡିଶା ମାଟିକୁ ଜାତୀୟ ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରତିଷ୍ଠିତ କରିପାରିଛନ୍ତି । ରାଜୀବନଗରପଡାର ଅଶ୍ୱିନୀ ମିଶ୍ର ଓ ରଞ୍ଜିତା ମିଶ୍ରଙ୍କ ଝିଅ ଆଶ୍ମୀ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଉତ୍କଳ ପ୍ରତିଭା ସମ୍ମାନରେ
Read More...

ଭଟଲିରେ ନୂତନ ତହସିଲଦାରଙ୍କ ଯୋଗଦାନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଭଟଲି ତହସିଲଦାର ଭାବେ ଓଡିଶା ପ୍ରଶାସନିକ ଅଧିକାରୀ ପଦ୍ମନାଭ ପୁରୋହିତ ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ଜିଲ୍ଲା ଉପନିବନ୍ଧକ ଭାବେ କାର୍ଯ୍ୟ ନିର୍ବାହ କରି ସାରିଛନ୍ତି । ଭଟଲି ତହସିଲଙ୍କୁ ମଧ୍ୟ ସୁନ୍ଦର ଭାବେ ଗଢି ତୋଳିବା ସହିତ ସମସ୍ତ
Read More...

ଓଟିଇଟି ପାଇଁ ଆବେଦନ ତାରିଖ ବଢ଼ିଲା

କଟକ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ ଦ୍ୱିତୀୟ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆବେଦନ ତାରିଖ ବୃଦ୍ଧି କରାଯାଇଛି । ଆସନ୍ତା ୨୬ ତାରିଖ ୧୧ଟା ୪୪ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ । ଏ ନେଇ ବୋର୍ଡ ପକ୍ଷରୁ ବୁଧବାର ବିଜ୍ଞପ୍ତି
Read More...

କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଯୋଗିନୀ ପୀଠ ପାଇଁ ୧୦୦ କୋଟି ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଯୋଗିନୀ ପୀଠ ପାଇଁ ୧୦୦ କୋଟି ଦାବୀ କରାଯାଇ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପଶ୍ଚିମ ଓଡିଶା ତଥା ବଲାଙ୍ଗିର ଜିଲ୍ଲାର ଐତିହାସିକ
Read More...

୨୫ ବର୍ଷ ପରେ ଘରକୁ ଫେରିଲେ ମାଆ : ଖୁସିରେ ପରିବାର ଲୋକେ

ପାଟଣାଗଡ, (ଗୋରେଖନାଥ ବରିହା) : ଦୀର୍ଘ ୨୫ ବର୍ଷ ହେବ ନିଖୋଜ ଥିବା ୬୦ ବର୍ଷିଆ ବୃଦ୍ଧାଙ୍କୁ ଘରେ ଆଣି ଛାଡିଲେ ଶ୍ରଦ୍ଧା ଫାଉଣ୍ଡେସନର କର୍ମକର୍ତ୍ତା । ସୂଚନା ଅନୁସାରେ, ସୋମବାରି ମାନସିକ ରୋଗରେ ଆକ୍ରାନ୍ତ ହେବାରୁ ଦିନ ବିଶି ଓ କୃପା ବିଶି ଦୁଇ ପୁଅଙ୍କ ସହ ସ୍ୱାମୀ ଜୟସିଂ ବିଶିଙ୍କୁ ଛାଡି
Read More...

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଗତକାଲି ବିଭାଗର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ନୂଆଦିଲ୍ଲୀରେ ହେବାକୁ ଥିବା ଆଇଆଇଟିଏଫ୍ ଏବଂ ରାଜ୍ୟରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ଓ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମୁମ୍ବାଇସ୍ଥିତ ଓଡିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୠତକାଲି ମୁମ୍ବାଇସ୍ଥିତ ଓଡିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ମୁମ୍ବାଇରେ ସୁଲଭ ମୂଲ୍ୟରେ ରହଣି ଯୋଗାଇଦେବା
Read More...

ଜିଲ୍ଲାସ୍ତରୀୟ ଆନ୍ତଃସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶେଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ରେ ନିକଟରେ ଶେଷ ହୋଇଥିବା ଜିଲ୍ଲାସ୍ତରୀୟ ଆନ୍ତଃସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି । ଫୁଟବଲ ଖେଳର ପ୍ରସାର ସହିତ ସ୍କୁଲ ସ୍ତରରୁ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଲାଗି ଏହା ବିଶେଷ
Read More...