Yearly Archives

2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୮୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ
Read More...

ଗଞ୍ଜାମ ଏନ୍‌ଏସିରେ ଆଶାର ଆଲୋକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦୀର୍ଘ ଦିନ ଧରି ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନର୍ବାହୀ ଅଧିକାରୀ ନଥିବା ଯୋଗୁଁ ଗଞ୍ଜାମ ସହରର ଉନ୍ନତିମୂଳକ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିଲା । ନୂତନ ଇଓ ଅଭିନାଶ ମିଶ୍ର ନିଯୁକ୍ତି ପାଇବାର କିଛି ଦିନ ନପୁରୁଣୁ ଉପନଗରପାଳ ସୁରେନ୍ଦ୍ର
Read More...

ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ତଥା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ନବ ନିର୍ବାଚିତ ସାଧାରଣ ସଂପାଦକ ସ୍ଥାନୀୟ ଟିକ୍ରାପଡା ନିବାସୀ ଶିଶିରକାନ୍ତ ଶତପଥୀଙ୍କ ବାପା ବାଙ୍କନିଧି ଶତପଥୀ(୮୦)ଙ୍କ ଗତ ବିଳମ୍ବିତ ରାତ୍ରୀରେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା
Read More...

ଦେଓଗାଁ ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ବୁଧବାର ଦିନ ଗୌଡଗୋଠ ହାଇସ୍କୁଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଜିତ ମିଶ୍ରଙ୍କ ସଭାପତିତ୍ୱ ଏବଂ ବିଜ୍ଞାନ ମେଳା ସହସଂଯୋଜକ ତଥା ବନ୍ଧପାଲି
Read More...

ଗୁଜୁରାଟର ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିର କନଭେନସନ ଏବଂ ପ୍ରଦର୍ଶନୀ କେନ୍ଦ୍ରରେ ଡିଫେନ୍ସ ଏକ୍ସପୋ ୨୨କୁ ଉଦଘାଟନ…

ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ଡିଜାଇନ୍ ହୋଇଥିବା ସ୍ୱଦେଶୀ ପ୍ରଶିକ୍ଷକ ବିମାନ ଏଚ୍ଟିଟି-୪୦କୁ ଉନ୍ମୋଚନ କରିଛନ୍ତିମିଶନ୍ ମହାକାଶ ପ୍ରତିରକ୍ଷାର ଶୁଭାରମ୍ଭଦିଶା ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ“ଏହା ହେଉଛି ପ୍ରଥମ ପ୍ରତିରକ୍ଷା ପ୍ରଦର୍ଶନୀ ଯେଉଁଠାରେ କେବଳ ଭାରତୀୟ
Read More...

ରାଜ୍ୟସ୍ତରୀୟ ଗଣତାନ୍ତ୍ରିକ ପ୍ୟାରେଡ ଶିବିର ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବାରିପଦା ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ସେବା ଯୋଜନା ନିମନ୍ତେ ରାଜ୍ୟସ୍ତରୀୟ ଗଣତାନ୍ତ୍ରିକ ପ୍ୟାରେଡ ଶିବିର ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗସ୍ତ ହୋଇଛି । ଜାତୀୟ ସେବା ଯୋଜନାର ରାଜ୍ୟସ୍ତରୀୟ ଗଣତାନ୍ତ୍ରିକ ପ୍ୟାରେଡ ୨୦-୨୧ ଅକ୍ଟୋବର, ୨୦୨୨ରେ ବାରିପଦା
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ବକ୍ତୃତା ଆସର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ବକ୍ତୃତା ଆସର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ର ଆସରରେ ବକ୍ତୃତାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅଧ୍ୟକ୍ଷତା କରିଥିଲେ । ଏଥି ସହ ବିଭାଗ ସମୂହ ପରିଷଦର ଅଧ୍ୟକ୍ଷ ପ୍ରଫେସର
Read More...

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ

ଏନ୍ଫୋର୍ସମେଣ୍ଟକୁ ଅଧିକ ଜୋରଦାର ତଥା କଡାକଡି କରିବା ଉପରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ
Read More...

ହୁମ୍ମାଠାରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକର ହୁମ୍ମାଠାରେ ବିଜୁ ଜନତା ଦଳ ତରଫରୁ ଏକ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏବଂ ବ୍ରହ୍ମପୁର ମେୟର ତଥା ଗଞ୍ଜାମ ଜିଲ୍ଲା ବିଜୁ ଜନତା
Read More...

ସ୍ଵର୍ଗତ ମଠ ମହନ୍ତ ଦାଶରଥି ଦାଶ ମହାରାଜାଙ୍କ ଏକାଦଶାହ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେନୁପଡା ଗାଦିବ୍ରହ୍ମ ପୀଠ ମଠ ମହନ୍ତ ସ୍ଵର୍ଗତ ଦାଶରଥି ଦାଶ ମହାରାଜାଙ୍କ ଏକାଦଶାହ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ନୂତନ ମଠାଧିଶ ମହନ୍ତ ଶିଶିର ଦାଶ ମହାରାଜାଙ୍କର ଦାୟିତ୍ଵ ବହନ, ଗାଦିସିନ କାର୍ଯ୍ୟକ୍ରମ,
Read More...