Yearly Archives

2022

ପାଇକମାଲ ହାଇସ୍କୁଲରେ ଫୁଟବଲ ବିତରଣ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଫୁଟବଲ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବରିଷ୍ଠ ଖେଳାଳି କୁସୁମ କୁମାର ରାଓ ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ
Read More...

ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ସ୍ଥିତ ଏକ ହସ୍ପିଟାଲରେ ପଦ୍ମପୁର ଭେଉଁରିଆ ଛକ ନିବାସୀ ବିଶିଷ୍ଟ ଗାନ୍ଧିବାଦୀ ତଥା ଭୂଦାନ କର୍ମୀ ଗଜେନ୍ଦ୍ର ପ୍ରସାଦ ଦାସଙ୍କ ଧର୍ମପତ୍ନୀ ତଥା ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷୟିତ୍ରୀ ସରୋଜିନୀ ଦାସ(୮୨)ଙ୍କ ସୋମବାର ଦିନ ଅପରାହ୍ନରେ ପରଲୋକ
Read More...

ଶିକ୍ଷକ ପ୍ରତିନିଧିମାନଙ୍କୁ ନେଇ ଜରୁରୀକାଳୀନ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସନ୍ନିକଟ ମଣ୍ଡପଠାରେ ବଲାଙ୍ଗିର ବ୍ଲକର ସମସ୍ତ ବର୍ଗର ଶିକ୍ଷକ ପ୍ରତିନିଧିମାନଙ୍କୁ ନେଇ ଗତକାଲି ଏକ ଜରୁରୀକାଳୀନ ବୈଠକ ସଂଘର ସଭାପତି କମଳଲୋଚନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦୀର୍ଘ ଦିନରୁ ବିରୋଧ
Read More...

‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ ‘ଚାଲ ଖୁସି ବାଣ୍ଟିବା’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଦୀପାବଳି ଅବସରରେ 'ଉଡ୍ର' ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 'ଚାଲ ଖୁସି ବାଣ୍ଟିବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗବିହାର ଡି.ଏନ୍‌. ରିଗାଲିଆ ମଲ୍ ସ୍ଥିତ ବାର୍‌ବେକିୟୁ ନେସନ୍ ରେଷ୍ଟୁରାଣ୍ଟ ଠାରେ ଆୟୋଜନ କରାଯାଇଥିଲା । 'ଉଡ୍ର' ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୭୦
Read More...

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ହେଲେ ଭାରତ ସରକାରଙ୍କ ହିନ୍ଦୀ ସଲାହକାର ସମିତିର ସଦସ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟ, ୮୭, ସଂସଦ ଭବନ ନୂଆଦିଲ୍ଲୀର ସଂକଳ୍ପ ସଂଖ୍ୟା ୪(୨)୨୦୧୮ ତା.୧୧.୧୦.୨୦୨୨ ଆଦେଶ ଅନୁସାରେ ଭାରତ ସରକରଙ୍କ ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟର ହିନ୍ଦୀ ସଲାହକାର ସମିତିର ସଦସ୍ୟ ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ
Read More...

ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ନିମନ୍ତେ ସଚେତନତା ପଦଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ପଞ୍ଚାୟତର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ନିମନ୍ତେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ମାଧ୍ୟମରେ
Read More...

ବଲାଙ୍ଗିର ଦିନ୍‌କୁ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ପାଟଣାଗଡ ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧ ତାରିଖ ବଲାଙ୍ଗିର ଦିନ୍‌କୁ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ପାଟଣାଗଡ ବିଧାୟକ ତଥା ବିଜେଡିର ଉପସଚେତକ ସରୋଜ ମେହେରଙ୍କୁ ବଲାଙ୍ଗିର ଦିନ୍‌ ଆୟୋଜକ କମିଟି ଦାବୀପତ୍ର ପ୍ରଦାନ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଗତ ଦୁଇ ବର୍ଷ ହେଲାଣି
Read More...

ନେହେରୁ ଯୁବ କେନ୍ଦ୍ର ସଂଗଠନ କଳାହାଣ୍ଡି ପକ୍ଷରୁ ସ୍ୱଚ୍ଛ ଭାରତ ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟ ବନଛୋରଙ୍କ ତତ୍ୱାବଧାନରେ ଭବାନୀପାଟଣା ସହର ସ୍ଥିତ ରେଲୱେ ଷ୍ଟେସନ ପରିସରରେ ଯବାନ ଫିଜିକାଲ ଏକାଡେମୀ
Read More...

ବାୟର ସେମିନିସ୍‌ କମ୍ପାନୀ ପକ୍ଷରୁ କୃଷି ମେଳା ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଅଇଁଲାଭଟା ଗ୍ରାମରେ ବାୟର ସେମିନିସ୍‌ କମ୍ପାନୀ ପକ୍ଷରୁ ଗତକାଲି ଏକ ବିଶାଳ କୃଷି ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କୃଷି ମେଳାରେ ପ୍ରାୟ ୧୦ଟି ଗ୍ରାମର କୃଷକ ଯୋଗ ଦେଇଥିଲେ । ଅଦାବାହାଲ, ସିଲଣ୍ଡା, ଚାଣ୍ଟିପଲା,
Read More...

ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓ ଗାଡ଼ିରୁ ଗଞ୍ଜେଇ ଜବତ

ଲୋଇସିଂହା, (କେପିଏନ୍‌ଏସ୍‌) : ଦୁର୍ଘଟଣାଗ୍ରସ୍ତ ଗାଡିରୁ ମିଳିଲା ବସ୍ତା ବସ୍ତା ଗଞ୍ଜେଇ । ସୂଚନା ଅନୁସାରେ ଲୋଇସିଂହା ବସଷ୍ଟାଣ୍ଡ ନିକଟରେ ଏକ ସ୍କର୍ପିଓ ଗାଡ଼ି (ନଂ-ଓଡ଼ି ୧୪ ଏ ୫୦୫୨) ଗତକାଲି ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ବସିଥିବା ତିନିଜଣ ସ୍ଥାନୀୟ ଯୁବକ ଆହତ
Read More...