Yearly Archives

2022

ସ୍ୱଚ୍ଛତା, ସ୍ଥିରତା ଓ ଗ୍ରାମୀଣ ରୋଜଗାର ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଆଜି ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମ୍ୟ ଶିକ୍ଷା ପରିଷଦ (ଏମ୍‌ଜିଏନ୍‌ସିଆର୍‌ଇ), ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାରଙ୍କ ତରଫରୁ ସ୍ୱଚ୍ଛତା, ସ୍ଥିରତା ଓ ଗ୍ରାମୀଣ ରୋଜଗାର ସମ୍ପର୍କରେ ଏକ କର୍ମଶାଳା ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଏହି
Read More...

ଶ୍ରୀରାମ ଚରିତ ମାନସ ଓ ନବାହ୍ନ ପାରାୟଣ ଓ ପ୍ରବଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଏ ବ୍ଲକ ସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଥିବା ଶୃତି ଭବନଠାରେ ଶ୍ରୀରାମ ଚରିତ ମାନସ, ନବାହ୍ନ ପାରାୟଣ ଓ ପ୍ରବଚନ ଜାରି ରହିଛି । ଏହା ଅକ୍ଟୋବର ୨୩ତାରିଖ ପର୍ଯ୍ୟନ୍ତ ଚାଲିବ । କଥାବ୍ୟାସ ପଣ୍ଡିତ ଶ୍ରୀଧର ଦାସ ଏବଂ ମମତା ପଟ୍ଟନାୟକ
Read More...

ପାଟଣାଗଡ଼ରେ ବ୍ଲକ ସ୍ତରୀୟ ଅଧିକାରୀ ଓ ସରପଞ୍ଚମାନଙ୍କୁ ନେଇ ସମସ୍ୟା ଓ ସମାଧାନ ଉପରେ ସମନ୍ୱିତ ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବ୍ଲକସ୍ତରୀୟ ସମସ୍ୟା ଓ ତା'ର ସମାଧାନ ଉପରେ ଏକ ସମନ୍ୱିତ ବୈଠକ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ
Read More...

ଆରଡେଣ୍ଟ୍‌ ଷ୍ଟିଲ ସମନ୍ୱିତ ଇସ୍ପାତ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ

କେନ୍ଦୁଝର : ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଫୁଲଝର ସ୍ଥିତ ମେସର୍ସ ଆରଡେଣ୍ଟ୍‌ ଷ୍ଟିଲ ଲିଃ ବହୁ ପ୍ରତିକ୍ଷୀତ ସମନ୍ୱିତ ଇସ୍ପାତ ପ୍ରକଳ୍ପ ପାଇଁ ପରିବେଶ ଅନୁମତି (ଇସି) ମିଳିଛି । ପୂର୍ବରୁ
Read More...

ନିଜ ସାଥୀଙ୍କ ଗୁଳିରେ ହାଇବ୍ରିଡ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କଶ୍ମୀରର ଶୋପିଆନରେ ଗ୍ରେନେଡ ଆକ୍ରମଣରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଗିରଫ ହୋଇଥିବା ହାଇବ୍ରିଡ ଆତଙ୍କବାଦୀ ଇମ୍ରାନ ବଶିର ଘନିଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଏନକାଉଣ୍ଟର ସମୟରେ ତାଙ୍କ ସାଥୀଙ୍କ ଗୁଳିରେ ବଶିରଙ୍କ ମୃତ୍ୟୁ ଘଟିଛି । ଶୋପିଆର ନୌଗାମ ଅଞ୍ଚଳରେ ସାଧାରଣ
Read More...

ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ଯାନବାହାନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିଠାରୁ ୪ ଦିନ ଧରି ରାଜ୍ୟରେ ସ୍ପେସାଲ ଡ୍ରାଇଭ ଜୋରଦାର ହେବ । ଟ୍ରାଫିକ ନିୟମ ଅମାନ୍ୟକାରୀଙ୍କ ଠାରୁ ଫାଇନ ଟଙ୍କା ଅସୁଲି କରାଯିବ । ସୂଚନା ଅନୁସାରେ ଆଜିଠାରୁ ୪ ଦିନ ଅର୍ଥାତ ୨୧ ତାରିଖ ଯାଏଁ ରାଜ୍ୟରେ ସ୍ପେସାଲ ଡ୍ରାଇଭ ଜୋରଦାର ହେବ । ତା’ ସହ ଟ୍ରାଫିକ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା

ସିନାପାଲି, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ଥାନା ନିଲଜି ଗ୍ରାମର ଭାଟି ଛକଠାରେ ଏକ ଦୁର୍ଘଟଣା ଘଟିଛି । ରାସ୍ତାକାମରେ ନିୟୋଜିତ ଥିବା ଏକ ଡମ୍ଫର ଗାଡି ଧକ୍କାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଦ୍ୱୟ ହେଲେ ସିନାପାଲି ଥାନା ଅନ୍ତର୍ଗତ
Read More...

ଚଲକି ୫ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ତଦାରଖ କଲେ ସମିତି ସଭ୍ୟ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଚଲକି ହାଇସ୍କୁଲରେ ଚାଲୁଥିବା ୫ଟି ରୂପାନ୍ତରଣ କାର୍ଯ୍ୟକୁ ଗତକାଲି ବ୍ଲକର ଏକ ସମିତି ସଭ୍ୟ ବୃନ୍ଦ ତଦାରଖ କରିଛନ୍ତି । ଏଥିରେ ଚଲକି ସମିତି ସଭ୍ୟ ଦିଲ୍ଲୀପ ଭୋଇ, ଲେବଡା ସମିତି ସଭ୍ୟ ଦୁଷ୍ମନ୍ତ ନାଗ, ବାନ୍ଦୁପଲା ସମିତି ସଭ୍ୟ ଜଳନ୍ଦର
Read More...

ଆଞ୍ଚଳିକ ଜଳନ୍ଧର ଦରବାର ପାଇଁ ସଜବାଜ ଭୋଇପାଲି ଗାଁ

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଉପରବାହାଲ ପଞ୍ଚାୟତ ଭୋଇପାଲିଠାରେ ମା’ ମାହେଶ୍ୱରୀ କମିଟି ଓ ଭୋଇପାଲି ଗ୍ରାମବାସୀଙ୍କ ଆୟୋଜନରେ ସାର୍ବଜନୀନ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଆସନ୍ତା ୪ରୁ ୮ ତାରିଖ ପର୍ଯ୍ୟନ୍ତ ଜଳନ୍ଧର ଦରବାର କାର୍ଯ୍ୟକ୍ରମ ଆୟୋଜିତ ହେବ । ମଙ୍ଗଳବାର
Read More...

ବଲାଙ୍ଗିର ଗସ୍ତରେ ଅଗ୍ନିଶମ ଏଡିଜି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ଅତିରିକ୍ତ ମହାନିର୍ଦ୍ଦେଶିକା ସୌମ୍ୟା ମିଶ୍ର ବଲାଙ୍ଗିର ଗସ୍ତରେ ଆସିଛନ୍ତି । ସେ ସନ୍ଧ୍ୟା ୫ଟାରେ ବଲାଙ୍ଗିର ଅଗ୍ନିଶମ କେନ୍ଦ୍ର ପରିଦର୍ଶନ କରିଥିଲେ । ପରେ ବିଭିନ୍ନ ଦେବୀ ପୀଠ ବୁଲି ଦେଖିଥିଲେ । ସହରର ଦୁର୍ଗା, ପାଟଣେଶ୍ୱରୀ
Read More...