jsm

ଗଞ୍ଜାମ ଏନ୍‌ଏସିରେ ଆଶାର ଆଲୋକ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦୀର୍ଘ ଦିନ ଧରି ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନର୍ବାହୀ ଅଧିକାରୀ ନଥିବା ଯୋଗୁଁ ଗଞ୍ଜାମ ସହରର ଉନ୍ନତିମୂଳକ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିଲା । ନୂତନ ଇଓ ଅଭିନାଶ ମିଶ୍ର ନିଯୁକ୍ତି ପାଇବାର କିଛି ଦିନ ନପୁରୁଣୁ ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି, ଯୁବନେତା ସୁଧରି କୁମାର ପାଢ଼ୀଙ୍କ ସହ ଆସି ୱାର୍ଡ ନମ୍ବର ୧,୨,୩,୪ ବୁଲିବା ସହ ସମସ୍ୟା ବିଷୟରେ ୱାର୍ଡର ବୁଦ୍ଧିଜୀବୀ, ଯୁବପିଢ଼ିଙ୍କ ସହ ଆଲୋଚନା କରି ସମସ୍ୟାର ଖୁବ୍‌ ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିବାରୁ ଲୋକଙ୍କର ମନରେ ଖୁସିର ବାତାବରଣ ଦେଖିବାକୁ ମିଳିଛି ।

yuvodaya
Leave A Reply

Your email address will not be published.