ସହରରେ ଚାଲୁଥିବା ବିଭିନ୍ନ ଉନ୍ନତିକରଣ କାର୍ଯ୍ୟକୁ ପରିଦର୍ଶନ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଚାଲିଥିବା ବିଭିନ୍ନ ଉନ୍ନତିକରଣ କାର୍ଯ୍ୟକୁ ଆଜି ଜିଲ୍ଲାପାଳ ଚଂଚଳ ରାଣା ପରିଦର୍ଶନ କରିଛନ୍ତି । ସହରରେ ଥିବା ବିଦ୍ୟାଳୟ, ସ୍ମାର୍ଟ ପାର୍କ, ଶ୍ମଶାନ ଓ ବିଷ୍ଣୁମୁଣ୍ଡା ସ୍ଥିତ ଆର.ଆର କଲୋନୀ ଠାରେ ଚାଲୁଥିବା ବିଭିନ୍ନ ଉନ୍ନତିକରଣ କାର୍ଯ୍ୟକୁ ପରିଦର୍ଶନ କରିବା ସହ ତଦାରଖ କରିଥିଲେ ଜିଲ୍ଲାପାଳ ଶ୍ରୀ ରାଣା । ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ରାଣାଙ୍କ ସହ ପିଡିଡୁଡା ଓ ପୌର ପରିଷଦର କାର୍ଯ୍ୟ ନିବାହୀ ଅଧିକାରିଣୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × 5 =

error: Content is protected !!