Monthly Archives

September 2022

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

କଳାହାଣ୍ଡି, (ପି. କେ. ସାହୁ) : ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳ ହେବାକୁ ବିଭିନ୍ନ ଯୋଜନା ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ମିଶନ ଶକ୍ତି ମାଧ୍ୟମରେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନ କରାଯାଉଛି ।…
Read More...

ଗାଁକୁ ପଶିଲେ ମା’ ଓ ଛୁଆ ଭାଲୁ : ଲୋକେ ଆତଙ୍କିତ

ନୂଆପଡା, (ନିରାକାର ମେହେର) : ସଦର ବ୍ଲକ ଗୋଡଫୁଲା ଗାଁର ଅଧିକ ମାଝୀଙ୍କ ଘରର ବାଡିକୁ ମା' ଓ ଛୁଆ ଭାଲୁ ପଶିଥିଲେ । ଏବେ ଦୁଇ ଭାଲୁ ଗାଁ ମୁଣ୍ଡରେ ଆତଙ୍କ ଖେଲାଉଛନ୍ତି । ଆଜି ସକାଳେ ସଦର ବ୍ଲକ ଗୋଡଫୁଲା ଗାଁକୁ ମା' ଓ ଛୁଆ ଭାଲୁ ଆସିଥିଲେ । ଗାଁ ମୁଣ୍ଡ ବୁଦା ଭିତରେ ୯ ଘଣ୍ଟା ଧରି ରହିଥିଲେ…
Read More...

ଏୟାର ହୋଷ୍ଟେସଙ୍କ ଘରେ ପ୍ରବେଶ କରି ସ୍ଥାନୀୟ ନେତା ବଳାତ୍କାର କରିଥିଲେ, ପୀଡିତା ଅଭିଯୁକ୍ତକୁ ଘରେ ତାଲା ପକାଇ ଦେଲେ

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ମହରୁଲି ଅଞ୍ଚଳରେ ଜଣେ ଏୟାର ହୋଷ୍ଟେସଙ୍କୁ ତାଙ୍କ ଘରେ ପ୍ରବେଶ କରି ବଳାତ୍କାର କରିବାର ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ସ୍ଥାନୀୟ ନେତାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରିଥିଲା । ପୋଲିସର ସୂଚନାନୁସାରେ ଅଭିଯୁକ୍ତ…
Read More...

କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରୁ ଅଶୋକ ଗେହଲୋତ ବାହାରିଲେ : ସୋନିଆ ଗାନ୍ଧୀଙ୍କୁ କହିଲେ- ଆଇ ଏମ୍‌ ସରି

ନୂଆଦିଲ୍ଲୀ : ବର୍ତ୍ତମାନର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କଂଗ୍ରେସ ସଭାପତି ପଦବୀରୁ ବାଦ ପଡିଛନ୍ତି । ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଗେହଲୋତ ଘୋଷଣା କରିଛନ୍ତି ଯେ, ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ସୋନିଆ ଗାନ୍ଧୀଙ୍କ ସହ ଦେଢ଼ ଘଣ୍ଟା ଧରି ଆଲୋଚନା ପରେ…
Read More...

ସ୍ଵାଧୀନତାର ଉଚ୍ଛ୍ୱାସ ପର୍ବ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ସଂଗ୍ରହ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସ୍ଵାଧୀନତାର ଅମୃତ ମହୋତ୍ସବ ଏବଂ ସ୍ଵାଧୀନତାର ଉଚ୍ଛ୍ଵାସ ପର୍ବ ଉପଲକ୍ଷେ ସମସ୍ତ ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ରାଜ୍ୟ ବିଧାନସଭାରେ ବୃକ୍ଷ ରୋପଣ ପାଇଁ ପଠା ଯିବାର କାର୍ଯ୍ୟକ୍ରମ ସରକାର କରିଛିନ୍ତି । ସେହି କ୍ରମରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ପ୍ରେରଣ…
Read More...

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ କେସ ମ୍ୟାନେଜମେଣ୍ଟ ସଂପର୍କିତ ତାଲିମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଶୋର ନ୍ୟାୟ ଆଇନ ୨୦୧୫ ଅନ୍ତର୍ଗତରେ ବର୍ଣ୍ଣିତ ଯତ୍ନ ଓ ସୁରକ୍ଷା ଆବଶ୍ୟକକାରୀ ଶିଶୁମାନଙ୍କ କେସ ମ୍ୟାନେଜମେଣ୍ଟର ବୈଷୟିକ ଦିଗ ଉପରେ ସିଆରଏସ୍‌ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଦିବସୀୟ ତାଲିମକୁ…
Read More...

ତହଁକ କୁଟୁମ୍‌ ପକ୍ଷରୁ କୋଶଲି ସଂସ୍କୃତି ଦିନ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ କପିଳେଶ୍ଵର ଖମାରୀଙ୍କ ସଭାପତିତ୍ୱରେ ସଂସ୍କୃତି ଦିନ ପାଳିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ସଂସ୍କୃତି ଗବେଷକ ନିମାଇଁଚରଣ ପାଣିଗ୍ରାହୀ ଏବଂ କୋଶଲ ଗୌରବ ରାମଭକ୍ତ ଫରିକାର ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ଶ୍ରୀ ଫରିକାର କବି…
Read More...

ପୁଇଁନ୍ତଲା ବ୍ଲକସ୍ତରୀୟ ଫୁଟବଲ୍‌ ଖେଳାଳି ଚୟନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାମଜୀ ହାଇସ୍କୁଲ କୁରୁଲ ଠାରେ ପୁଇଁନ୍ତଲା ବ୍ଲକ ହାଇସ୍କୁଲସ୍ତରୀୟ ଫୁଟବଲ୍‌ ସିଲେକ୍‌ସନ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳ ରାଜକୁମାର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁଇଁନ୍ତଲା ବ୍ଲକ ର ଏବିଇଓ ଦୁର୍ବାଦଳ ମିଶ୍ର ଅତିଥି…
Read More...

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ : କଂଟାବାଂଜି ଏଡିଜେ କୋର୍ଟରେ ପ୍ରଥମ କରି ୨ ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏଡିଜେ କୋର୍ଟରେ ଗୁରୁବାର ଦିନ ୨ ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ କଳାହାଣ୍ଡି ମହାଲିଙ୍ଗ ଘରୋଇ ସ୍କୁଲରେ କାର୍ଯ୍ୟରତ ଥିବା ମମିତା ମେହେରଙ୍କୁ ସେହି ସ୍କୁଲର ପରିଚାଳନା…
Read More...

ୟୁଥ କ୍ଲବ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ବ୍ଲକର ୟୁଥ କ୍ଲବ ଗାଇସିଲାଟ ଆହ୍ୱାନରେ ୟୁଥ କ୍ଲବ ପରିସରରେ ଏକ ଜରୁରୀ କାଳୀନ ବୈଠକ ପୂର୍ବତନ ସଭାପତି ସୁନୀଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।…
Read More...