Monthly Archives

January 2022

ଆଣ୍ଟି ନିର୍ମଳା ନର୍ସରୀ ସ୍କୁଲରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଭାସୀ ବୈଠକ ମାଧ୍ୟମରେ ଆଣ୍ଟି ନିର୍ମଳା ନର୍ସରୀ ସ୍କୁଲ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସ୍କୁଲର ଉପାଧ୍ୟକ୍ଷ ମଧୁସ୍ମିତା ସେନ୍‌ଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆଲୁମନି ତଥା କୋଏଲ ଫ୍ରେସ ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ ଆଶୁତୋଷ…
Read More...

ଆଦର୍ଶ ପାଠାଗାର ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରଠାରେ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ…
Read More...

ହମିରପୁର ଉନ୍ନୟନ ପରିଷଦ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦର ସଭାପତି ଡଃ ସୁମନ ଦତ୍ତ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର ପ୍ରାକ୍ତନ ଉପମହାପ୍ରବନ୍ଧକ ତଥା ରିତ୍ତିକ ଭୁବନେଶ୍ୱର ପ୍ରସାଦ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।…
Read More...

ହକର୍‌ ଆସୋସିଏସନ୍ ସେକ୍ଟର-୨ରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର-୨ବସଷ୍ଟାଣ୍ଡ ହକର ଆସୋସିଏସନ୍‌ରେ ବିମାନ ମାଇତିଙ୍କ ସଂଯୋଜନାରେ ସିଟୁର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର…
Read More...

ରାଉରକେଲାରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ୭୩ତମ ସାଧାରଣ ଦିବସ ପାଳନ ଅବସରରେ ବିଶିଷ୍ଟ ନାଗରିକ ତଥା ଅନୁଷ୍ଠାନର ମୁଖ୍ୟମାନେ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ଅତିଥି ମାନେ ତାଙ୍କ ବକ୍ତବ୍ୟରେ ସମ୍ବିଧାନ ଓ ତାର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିବା…
Read More...

ସଙ୍ଗମ ‘ଇ’ ପତ୍ରିକା ସପ୍ତମ ସଂସ୍କରଣ ଉନ୍ମୋଚନ ଏବଂ ମାସିକ କବିତା ଆସର ଅନୁଷ୍ଠିତ

ସାହିତ୍ୟ ଜୀବନକୁ ବଞ୍ଚିବା ପାଇଁ ପ୍ରେରଣା ଦିଏ ବାଲିଗୁଡା, (ପୁସ୍ତମ୍ ଯୁଆଡି) : ସାହିତ୍ୟ ଜୀବନକୁ ବଞ୍ଚିବା ପାଇଁ ପ୍ରେରଣା ଦେଇଥାଏ ଏବଂ ସାରା ବିଶ୍ୱର ସାହିତ୍ୟକ ମାନଙ୍କର ମଧ୍ୟରେ ସମ୍ପର୍କ ସ୍ଥାପନ କରିଥାଏ । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସଙ୍ଗମ ସାହିତ୍ୟ 'ଇ' ପତ୍ରିକାର ସପ୍ତମ…
Read More...

ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ଜିଲ୍ଳା ପ୍ରଶାସନ ପକ୍ଷରୁ କୋଭିଡ କଟକଣା ସହ ୭୩ତମ ସ୍ୱଧୀନତା ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ…
Read More...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା ସଂଗଠନ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ "ଅମୃତ ମହୋତ୍ସବ" ପାଳିତ ହୋଇଯାଇଛି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ, ସର୍ବୋଦୟ ଓ ଭୂଦାନ ନେତା, ସମାଜସେବୀ, ସାହିତ୍ୟିକ,…
Read More...

ଆଜି ‘କୋଶଳ ପ୍ରବାହ’ର ସଂପାଦକ ତଥା ବିଶିଷ୍ଟ କବି ଆନଂଦ ଚଂଦ୍ର ସାହୁଙ୍କ ଜନ୍ମଦିନ : ଛୁଟୁଛି ଶୁଭେଚ୍ଛାର ସୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ‘କୋଶଳ ପ୍ରବାହ’ର ସଂପାଦକ ତଥା ବିଶିଷ୍ଟ କବି ଆନଂଦ ଚଂଦ୍ର ସାହୁଙ୍କ ଶୁଭ ଜନ୍ମଦିନ । ଏହି ଅବସରରେ ବିଭିନ୍ନ ସାମାଜିକ ଓ ସାହିତ୍ୟ ସଂଗଠନ ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦୀର୍ଘ ୨୨ ବର୍ଷ ଧରି ‘କୋଶଳ ପ୍ରବାହ’…
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ରହିଥିବା ବେଳେ ବାଲେଶ୍ୱର, ଖୋର୍ଦ୍ଧା, କେନ୍ଦୁଝର,…
Read More...