ଜାତୀୟ ପ୍ରେସ୍‌ ଦିବସ ଅବସରରେ ଅଭିନନ୍ଦନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ପ୍ରେସ୍‌ ଦିବସ ଅବସରରେ ସମସ୍ତ ସାମ୍ବାଦିକଙ୍କୁ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସାମ୍ବାଦିକମାନେ ଗରିବ, ଦଳିତ, ନିସ୍ପେଷିତ, ଅବହେଳିତ ଜନତାଙ୍କ ସ୍ୱର ଉତ୍ତୋଳନ ପ୍ରତି ଆହୁରି ନିଷ୍ଠାବାନ ହେବା ସହ ଜନାଭିମୁଖୀ ହୁଅନ୍ତୁ ଏବଂ ମାନବ ସମାଜ ପାଇଁ ଏକ ଜୀବନ୍ମୟ ସ୍ୱଚ୍ଛ ସଂସାର ସୃଷ୍ଟିରେ ନିଜର ଯୋଗଦାନକୁ ବଳିଷ୍ଠତାର ସହ ପ୍ରତିପାଦନ କରନ୍ତୁ, ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଏଭଳି କାମନା କରାଯାଇଛି ।

Leave A Reply

Your email address will not be published.