ls

ନେଗିପାଲି ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ଭୂମି ପୂଜନ

a12

ଲୋଇସିଂହା, (କେପିଏନ୍‌ଏସ୍‌) : ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବଲାଂଗିର ଜିଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତର ନେଗିପାଲି ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ କାର୍ୟ୍ୟକ୍ରମର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନ ଆନୁଷ୍ଠାନିକ ଭାବେ ନଡ଼ିଆ ଭାଙ୍ଗି ଏହାର ଶୁଭାରମ୍ଭ କରିଥିଲେ । ଏହି କାର୍ୟ୍ୟକ୍ରମରେ ରାଜେଶ୍ୱର କୁଅଁର, ହେମରାଜ ମହାକୁର, କିଶୋର ଦର୍ଜି, ଶତ୍ରୁଘନ ମହାକୁର, ରଶ୍ମିରଞ୍ଜନ ବିଶି ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

manabhanjan
Leave A Reply

Your email address will not be published.