ମାଡ଼ି ଆସୁଛି ଶୀତ : ୧୫ ଡିଗ୍ରୀ ତଳକୁ ଖସିଲା ୪ ସହରର ତାପମାତ୍ରା

ଭୁବନେଶ୍ୱର : ମାଡ଼ି ଆସୁଛି ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେବା ଆରମ୍‌ମ୍ଭ ହେଲାଣି । ଏବେ ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା କୁହାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଏସଂକ୍ରାନ୍‌ନ୍ତରେ ସୂଚନା ମଧ୍ୟ ଦିଆଯାଇଛି । ସୋନପୁର, ଅନୁଗୋଳ, ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ା ସହରରେ ତାପମାତ୍ରା ୧୫ ଡ଼ିଗ୍ରୀ ତଳକୁ ରହିଛି । ତେବେ ଚଳିତ ବର୍ଷ ହାଡ଼ଭଂଗା ଶୀତ ଅନୁଭବ ହୋଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି ।

Leave A Reply

Your email address will not be published.