ଖୋଲିଲା କଅଗାଁ ଧବଳେ‌ଶ୍ୱର ବାବାଙ୍କ ମନ୍ଦିର : ଭକ୍ତ କଲେ ଦର୍ଶନ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : କରୋନା କଟକଣା ହଟିବା ପରେ ସରକାର ସମସ୍ତ ମନ୍ଦିର ଗୁଡିକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମିର୍ଦ୍ଧାପାଲି ପଞ୍ଚାୟତ ଅନ୍ତର୍ଗତ କଅଗାଁ ଗ୍ରାମର ପ୍ରସିଦ୍ଧ ଶୈବପୀଠ ଧବଳେ‌ଶ୍ୱର ବାବାଙ୍କ ମନ୍ଦିର ମଧ୍ୟ ଖୋଲିଯାଇଛି । ମନ୍ଦିର ଭିତରେ ପୂଜକ ଏବଂ ଭକ୍ତ ମଧ୍ୟ ମାକ୍ସ ପରିଧାନ କରି ପୂଜାରେ ସାମିଲ ହେଉଛନ୍ତି । ମନ୍ଦିରରେ କେମିତି କରୋନା ନିୟମକୁ ମାନି ଚଲିବେ ଭକ୍ତ, ତା’ ପାଇଁ କମିଟି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.