ବଲାଙ୍ଗିରରେ ୨ ଶହ ମିଲିମିଟରରୁ ଅଧିକ ବର୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ସଂଧ୍ୟାରୁ ବଲାଙ୍ଗିର ସହରରେ ଲଘୁଚାପଜନିତ ବର୍ଷା ଜାରି ରହିଥିବା ବେଳେ ବର୍ତ୍ତମାନ ବି ଫର୍ଚ୍ଚା ହୋଇନି ମେଘ । ତେବେ ବଲାଙ୍ଗିରରେ ୨ ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି । ଆହୁରି ବର୍ଷା ହେବାର ସମ୍ଭାବନା ରହିଥିବା ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.