Daily Archives

ଟିଟିଲାଗଡ ଠାରେ ୱେଷ୍ଟର୍ଣ୍ଣ ଓଡିଶା ଗୁଜରାତି ସମାଜ ପକ୍ଷରୁ ସ୍ନେହ ମିଳନ କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଏକତା, ସଂସ୍କୃତି ଓ ଉତ୍ସବର ଏକ ଦିନ ପାଳନ କରିବା ପାଇଁ ୱେଷ୍ଟର୍ଣ୍ଣ ଓଡ଼ିଶା ଗୁଜୁରାତି ସମାଜ ପକ୍ଷରୁ ୨୮ ଜୁନ ୨୦୨୬, ରବିବାର ଦିନ ସକାଳେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରୂପେଶ ଭାଇ ଦୋଶୀ ସଭାପତି
Read More...

କଂଗ୍ରସ ଦ୍ୱାରା ଜାରି କରାଯାଇଥିବା ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ୫୧ ବର୍ଷକୁ ନେଇ ବିଜେପି ତରଫରୁ କଳା ଦିବସ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭାରତୀୟ ଜନତା ପାର୍ଟି ତରଫରୁ ଆଜି ୨୫.ଜୁନକୁ କଳାଦିବସ ରୂପେ ପାଳନ କରାଯାଇଥିଲା । ୧୯୭୫ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପୁରା ଭାରତ ବର୍ଷରେ ଜରୁରୀକାଳୀନ ପରିସ୍ଥିତି ଏମାରଜେନ୍ସି ଲଗାଇଥିଲେ । ଭାରତୀୟ ଜନତା
Read More...

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଦେଶିଲ ସ୍ଥିତ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରକୁ ଦିଆଗଲା ୱାଟର କୁଲର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ସଦାବେଳେ ସେବା ମନୋବୃତ୍ତି ରଖି ସମାଜରେ ସାମାଜିକ କାର୍ଯ୍ୟକ୍ରମ କରିଥାଆନ୍ତି । ତେବେ ଟିଟିଲାଗଡ ନିକଟସ୍ଥ ଦେଶିଲ ସ୍ଥିତ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦ୍ୟାଳୟକୁ ଏକ ଥଣ୍ଡା ୱାଟର
Read More...

ଓଷ୍ଟା ଗଞ୍ଜାମ ବ୍ଲକର ସାମ୍ବିଧାନିକ ସମ୍ମିଳନୀ ଓ କର୍ମକର୍ତ୍ତା ନିର୍ବାଚନ : ସଂଗଠନକୁ ସୁଦୃଢ କରିବା ପାଇଁ ଆହ୍ୱାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା)ର ଗଞ୍ଜାମ ବ୍ଲକ ସାମ୍ବିଧାନିକ ସମ୍ମିଳନୀ ଲଙ୍ଗଳେଶ୍ୱର ଉଚ୍ଚ ବିଦ୍ୟାଳୟ, ଏଚ. ବୁରୁଡି ଠାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୂପକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଶାଶୂ ପାଇଁ ବୋହୂ ହେଲା କାଳ

ଭୋଗରାଇ : ଶାଶୂ ପାଇଁ ବୋହୂ ହେଲା କାଳ । ପାରିବାରିକ କଳହର କରୁଣ ପରିଣତି । ଶାଶୂକୁ ପନିକିରେ ହାଣିଲା ବୋହୂ, ଶାଶୁଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଗଲା । ଅଭିଯୁକ୍ତ ବୋହୂକୁ ଭୋଗରାଇ ଥାନା ପୁଲିସ ଅଟକ ରଖି ତଦନ୍ତ କରୁଛି । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା
Read More...

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀଙ୍କ ବିଭିନ୍ନ ଥାନା ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୋଲିସ ଜିଲ୍ଲା ଇସ୍ପାତ ସହରାଞ୍ଚଳରେ ଥିବା ବିଭିନ୍ନ ଥାନାକୁ ଆଜି ହଠାତ ରଘୁନାଥପଲ୍ଲୀ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ତନ୍ତୀ ସେକ୍ଟର-୩,
Read More...

ବିଶ୍ୱବ୍ୟାପୀ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର : ପ୍ରତିବର୍ଷ ଜୁନ୍ ୨୬ ତାରିଖକୁ ବିଶ୍ୱବ୍ୟାପୀ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ଭାବେ ପାଳନ କରାଯାଏ । ସମାଜରୁ ନିଶା ସଂସ୍କୃତିକୁ ଦୂର କରିବା, ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।
Read More...

ରାଉରକେଲାରେ ମହରମ୍ ଶୋଭାଯାତ୍ରା : ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ୍ ମୁତୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ମହରମ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥାକୁ କଡାକଡି କରାଯିବା ସହିତ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ଚାରୋଟି ମହରମ୍ କମିଟି ପକ୍ଷରୁ ମହରମ୍ ଶୋଭାଯାତ୍ରା
Read More...

ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି

ବରଗଡ, (ମୁନ୍ନା ସାହୁ) : ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି। ଧାନ କ୍ରୟରେ ବିଳମ୍ବ, ଟୋକନ ବଣ୍ଟନରେ ଅନିୟମିତତା ଏବଂ ମଣ୍ଡିରେ ଧାନ ପଡ଼ିରହିବାକୁ ନେଇ ଚାଷୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ଶନିବାର ଦିନ ପ୍ରାୟ ୧୧ଟା ସମୟରେ ବରଗଡ଼ ଡିଆରସିଏସ
Read More...

ଗାନ୍ଧୀନଗରରୁ ଗୁଜରାଟ ପାଇଁ ‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

ସହକାରରୁ ସମୃଦ୍ଧି’ ମନ୍ତ୍ରକୁ ସାକାର କରି ସାରଥୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି ‘ଭାରତ ଟ୍ୟାକ୍ସି’‘ଭାରତ ଟ୍ୟାକ୍ସି’ ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ; ଚାଳକ ହିଁ ଏହାର ମାଲିକ, ମିଳୁଛି ସମ୍ମାନ, ସୁରକ୍ଷା ଓ ସମୃଦ୍ଧି‘ଭାରତ ଟ୍ୟାକ୍ସି’କୁ ଅଟକାଇବା ପାଇଁ ଭଡ଼ା କମାଇବାର
Read More...