Monthly Archives

January 2022

ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲାର ୧୪ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ପଦ୍ମନାଭ ବେହେରା ଟ୍ରଫି ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ପ୍ୟାରେଡ଼ ପଡ଼ିଆରେ ଅନୁଷ୍ଠିତ ସମ୍ମାନିତ ଉତ୍ସବରେ ଏତଲା ସିଏଚସିର…
Read More...

ବଉଲ ନାଟ ଏଣ୍ଡ କଲ୍‌ଚରାଲ୍‌ ଏସ୍‌ଓସିଏସନ୍‌ରେ ପତାକା ଉତ୍ତୋଳନ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଖଟଖଟିଆ ଗାଁର ବଉଲ ନାଟ ଏଣ୍ଡ କଲ୍‌ଚରାଲ୍‌ ଏସ୍‌ଓସିଏସନ୍‌ରେ ୭୩ତମ ଜନରାଜ୍ୟ ଦିବସ କୋଭିଡ଼ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟମାନେ ଆଗ୍ରହର ସହ ଯୋଗଦେଇ ଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସିଆରସିସି ଶଶାଙ୍କ ପୋଢ଼ ଓ ସ୍ୱତନ୍ତ୍ର…
Read More...

ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ହରିଶଙ୍କର ଚିଡ଼ିଆଖାନାର ବିତାଡିତ ୮ ଶ୍ରମିକଙ୍କୁ ନେଇ ସ୍ପଷ୍ଟୀକରଣ ଦେଲା ଡିଭିଜନ୍…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଦାବୀ କରିଥିବା ହରିଶଙ୍କର ଚିଡ଼ିଆଖାନାର ବିତାଡିତ ୮ ଶ୍ରମିକଙ୍କୁ ନେଇ ସ୍ପଷ୍ଟୀକରଣ ଦେଇଛି ବନ ବିଭାଗ ଡିଭିଜନ୍ ଆଡମିନିଷ୍ଟ୍ରେସନ୍ । କୁହାଯାଇଛି ଯେ, ଗତ ଦୁଇରୁ ତିନି ବର୍ଷ ଧରି ପାର୍କର ହରିଣଙ୍କୁ…
Read More...

ଦିଲ୍ଲୀରେ ଅନୁଗୁଳର ନୃତ୍ୟ ନୀଳୟର ୧୦ ଜଣିଆ ଦଳଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୩ତମ ଗଣତନ୍ତ୍ର ଦିବସ ସାମାରୋହ ଅବସରରେ ଦିଲ୍ଲୀ ରାଜପଥରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହଜାର ହଜାର ଦର୍ଶକଙ୍କ ଭିଡ଼ରେ ଭାରତର ସାମରିକ ସାମର୍ଥ୍ୟ, କଳା ଓ ପରମ୍ପରାର ଝଲକ ଦେଖିବାକୁ…
Read More...

ଖପ୍ରାଖୋଲ ପୋଲିସ ପଞ୍ଝାରେ କଫ୍‌ ସିରଫ୍‌ ମାଫିଆ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ୍‌ ସିରଫ୍‌ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୋଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୋଲିସର ସଫଳ ଗୋଟିଚାଳନା ଯୋଗୁଁ ଗତ ଆଠ ମାସ ଭିତରେ ସ୍ଥାନୀୟ ଅଞ୍ଚଳର କଫ୍‌…
Read More...

ସର୍ଗିପାଲିଠାରେ କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲିଠାରେ ଅଂଶୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ମହରାପଦର ସରପଞ୍ଚ ନଳିନୀ ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତା କାଟିଥିଲେ । ଗୋବର୍ଦ୍ଧନ ମେହେର ସମ୍ମାନିତ…
Read More...

ଖପ୍ରାଖୋଲରେ ୭୩ତମ ସାଧାରଣତନ୍ତ୍ର ଦିବସ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଳକର ବିଭିନ୍ନ ସ୍ଥାନରେ ୭୩ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ଯୋଗୁଁ ସାଧାରଣତନ୍ତ୍ର ଦିବସ ଫିକା ପଡିଥିଲା । ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟଠାରେ ଗୋଷ୍ଠୀଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତ ମୁଖ୍ୟ ଅତିଥି ଭାବେ…
Read More...

ମିଛ ଇସ୍ତଫା ପତ୍ର କରି କାମରୁ ବିତାଡ଼ିତ କରିବା ସହିତ ଗାଳି ଗୁଲଜ ଅଭିଯୋଗ : ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମିଛ ଇସ୍ତଫା ପତ୍ର ତିଆରି କରି ଶ୍ରମିକମାନଙ୍କୁ କାମରୁ ବିତାଡିତ କରିବା ସହିତ ପ୍ରଶ୍ନ କରିବାରୁ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ଅଭିଯୋଗରେ ଆଜି ହରିଶଙ୍କର ଚିଡିଆଖାନାରେ କାମ କରୁଥିବା ଶ୍ରମିକମାନେ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।…
Read More...

କବି ରାଜୀବ ପାଣିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲା ସ୍ୱସ୍ତି ସାହିତ୍ୟ ସଂସଦ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ରାଜୀବ ପାଣିଙ୍କ ୫୯ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସ୍ୱସ୍ତି ସାହିତ୍ୟ ସଂସଦର କର୍ମକର୍ତ୍ତାମାନେ ତାଙ୍କ ବାସଭବନରେ ପହଁଚି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଖାଲି ରାଉରକେଲା କାହିଁକି ସମଗ୍ର ରାଜ୍ୟରେ କବି…
Read More...

ପଦ୍ମପୁର ଓକିଲ ସଂଘର ତାଲାବନ୍ଦ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଉପଖଣ୍ଡ ଏକ ବଡ଼ ଉପଖଣ୍ଡ ହେବା ସତ୍ତ୍ୱେ ବିଭିନ୍ନ ଅଫିସିଆଲ୍ ପଦପଦବୀ ଖାଲି ରହିଛି । ପଦ୍ମପୁର ଉପଜିଲ୍ଲାପାଳଙ୍କ କୋର୍ଟରେ ଗତ…
Read More...