Yearly Archives

2021

ଗତ ୨୪ ଘଂଟାରେ ରାଜ୍ୟରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୨୫୫ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୭୧ ଜଣ ଆଂଚଳିକ…
Read More...

ରମ୍ଭା ଥାନା ନୂତନ କୋଠା ଉଦ୍‌ଘାଟନ କଲେ ରାଜ୍ୟ ପୁଲିସ ମହାନିର୍ଦେଶକ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ପୁଲିସ ଜିଲ୍ଲାର ରମ୍ଭା ସହରରେ ରହିଥିବା ରମ୍ଭା ଥାନାର ନୂତନ କୋଠାକୁ ଗତକାଲି ଉଦ୍‌ଘାଟନ କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ । ପନ୍ଦର ଦିନ ପୂର୍ବରୁ ଏକ ସ୍ପେସିଆଲ ଡ୍ରାଇଭ ଦିଆଯାଇଥିଲା ଗଞ୍ଜାମ ପୁଲିସକୁ ସେଥିରେ ସେମାନେ ଗଞ୍ଜାମ…
Read More...

ଚକୁଳି ପଞ୍ଚାୟତରେ ନୂତନ ଭାବେ କୃଷକ ସଂଗଠନ ଗଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଚକୁଳି ପଞ୍ଚାୟତର ୩ଟି ଗ୍ରାମକୁ ନେଇ ରାମ ରତ୍ନାକର ପ୍ରଧାନଙ୍କ ସଭାପତିତ୍ୱରେ କୃଷକ ସଂଘଠନ ଗଠିତ ହୋଇଯାଇଛି । ପୂର୍ବବର୍ତ୍ତୀ ସଭାର ବିବରଣୀ ପାଠ କରିଥିଲେ ଏବଂ ତାହା ନିର୍ଦ୍ଦେଶ କ୍ରମେ ସଭ୍ୟ ମାନଙ୍କ ସହ ବିଭିନ୍ନ କମିଟି ଗଠନ…
Read More...

ବରଗଡ ଜିଲ୍ଲାକୁ ମରୁଡି ପ୍ରପୀଡ଼ିତ ଜିଲ୍ଲା ଘୋଷଣା କରିବାକୁ ଜିଲ୍ଲା କଂଗ୍ରେସର ଦାବୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟିର ବୈଠକ ଆଜି ଜିଲ୍ଲା ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ ହଲରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା କଂଗେସର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଓ…
Read More...

ବଲାଙ୍ଗିର ଯାଦବ ଭବନରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଯାଦବ ଭବନ ଠାରେ ଯାଦବ ସମାଜ ପକ୍ଷରୁ କୋଭିିଡ-୧୯ର ନିୟମାବଳୀକୁ ମାନି ଜନ୍ମାଷ୍ଟମୀ ଉତ୍ସବ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛିି । ଆଜି ସକାଳୁ କଳସ ସ୍ଥାପନ କରି ଶ୍ରୀକୃଷ୍ଣଙ୍କୁ ଆହ୍ୱାନ କରାଯାଇଥିଲା ପରେ ପରେ ସମସ୍ତ ରୀତିନୀତି ମଧ୍ୟରେ…
Read More...

ନିଖୋଜ ଶିଶୁଙ୍କୁ ଉଦ୍ଧାର କଲେ ଯୁବ ଗୋଷ୍ଠୀ : ମା’ ବାପାଙ୍କୁ ଧରାଇଲେ ପୁଅର ହାତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ ଗାଁର ଗୋପବନ୍ଧୁ ବଗର୍ତ୍ତି, ଗୋକୁଳ ଭୁଏ ପ୍ରମୁଖ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କ ପରିବାର ଲୋକଙ୍କ ଠିକଣା ମିଳିବା ପରେ ତାଙ୍କ ବାପାଙ୍କୁ ତାଙ୍କର ପୁଅ ଫେରାଇ ଦେଇଥିବା ଜଣାପଡିଛି । ନିଖୋଜ…
Read More...

ଚାଷୀଙ୍କ ପାଇଁ ମନ୍ତ୍ରୀ ଟୁକୁନିଙ୍କ ଚିନ୍ତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ବର୍ଷାର ଦେଖା ନଥିବା ବେଳେ ଚିନ୍ତାରେ ଚାଷୀ ଭାଙ୍ଗି ପଡିଛନ୍ତି, ଯାହା ଫଳରେ ଦାନା ପାଇଁ ଦାଦନ ଖଟିବା ନିମନ୍ତେ ଲୋକେ ପ୍ରସ୍ତୁତ ମଧ୍ୟ ହେଉଥିବା ନଜରକୁ ଆସିଛି । କିଛି ଦିନ ହେଲାଣି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ…
Read More...

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କରୋନା ମହାମାରୀ ସମୟରେ ରକ୍ତାଭାବକୁ ଦୂର କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଆଜି (ଗ୍ରାମ ବିକାଶ) ପାତରପାଲି, କୁରୁଆଁ ଠାରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବରଗଡ଼ରେ ଏକ ସ୍ୱେଛାକୃତ ରକ୍ତଦାନ…
Read More...

ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର କାର୍ଯ୍ୟାଳୟ ଉଦ୍‌ଘାଟନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଠାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପାଣ୍ଠିରୁ ନିର୍ମିତ ହୋଇଥିବା ମହିଳା ମହାସଂଘର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗ…
Read More...

ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ଶାନ୍ତିନଗରର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଶାନ୍ତିନଗର ୱାର୍ଡ଼ ନମ୍ବର-୦୨ ଠାରେ ଶାନ୍ତିନଗରବାସୀଙ୍କର ଏକ ସାଧାରଣ ସଭା ତୀର୍ଥବାସୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏକ ନୂତନ ଅନୁଷ୍ଠାନ ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ନାମରେ ଗଠନ କରାଗଲା । ସର୍ବ ସମ୍ମତି…
Read More...