Browsing Tag

titilagarh news

ସଡ଼କ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ଼ ବେଲଗାଁ ମୁଖ୍ୟ ଜାତୀୟ ରାଜପଥ ୫୯ ସ୍ଥିତ ରିଗଡୁଲ ଗାଁ ନିକଟରେ ଥିବା କର୍ଲାଜୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟିଟିଲାଗଡ଼ ବ୍ଲକ ଲୁଥୁରବନ୍ଧ ଗାଁର ପିତା ହେର୍ଣ୍ଣାଙ୍କ ପୁଅ ଗୋପାଳ ହେର୍ଣ୍ଣା(୧୯) ଏବଂ କଟାପଡା ଗାଁର ଟଙ୍କ କଟାଙ୍କ
Read More...

କଳାହାଣ୍ଡି ଜିଲ୍ଲାରୁ ଚାଲାଣ ହେଉଛି ବ୍ୟାପକ ନକଲି ବିଦେଶୀ ମଦ : କଳାବଜାରୀ ହେଉଛି କି କିରୋସିନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିର ଏବଂ କଳାହାଣ୍ଡି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଂଚଳରେ ବ୍ୟାପକ ପରିମାଣରେ ନକଲି ବିଦେଶୀ ମଦ ସହ ବ୍ୟାପକ ପରିମାଣରେ କିରୋସିନ କଳାବଜାର ହେଉଥିବାର ଏକ ବଡ଼ ଅଭିଯୋଗ ହେଉଛି । ତେବେ ଗତ ଜୁନ ମାସ ୩୦ ତାରିଖ ଦିନ ଟିଟିଲାଗଡ଼ ଅବକାରୀ ବିଭାଗ ଟିଟିଲାଗଡ଼
Read More...

ଜଙ୍ଗଲ ଭିତରେ ଦେଶୀ ରନ୍ଧା ମଦ ପ୍ରସ୍ତୁତ କରୁଥିବା ବେଳେ ଚଢାଉ

ଟିଟିଲାଗଡ, (ଗୌରବ ଦର୍ଜୀ) : ଜଙ୍ଗଲ ଭିତରେ ଚାଲିଛି ମଦ ପ୍ରସ୍ତୁତ । ବେଆଇନ ଭାବରେ ଚାଲିଛି ମଦ ତିଆରି । କେଉଁଠି ଇଟା ଭାଟି ପାଖରେ ତ ଆଉ କେଉଁଠି ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ମଦ ତିଆରି । ପାଖରେ ବସ୍ତା ବସ୍ତା ମହୁଲ ଫୁଲ ବି ରହିଛି । ପ୍ରସ୍ତୁତ ମଦକୁ ରଖିବା ପାଇଁ ଜାର, ଡ୍ରମ, ଡବା,
Read More...

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡର ଭାଜପା କାର୍ଯ୍ୟକର୍ତ୍ତା, ଟିଟିଲାଗଡ ବ୍ଲକର ବିଭିନ୍ନ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ
Read More...

ଡ଼.ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଚଳିତ ଶିକ୍ଷା ବର୍ଷର…

ଟିଟିଲାଗଡ଼, (ଗୌରବ ଦର୍ଜୀ) : ସମଗ୍ର ବିଶ୍ୱରେ କରୋନା ମହାମାରୀ ଜନିତ କଟକଣା ସମୟରେ ସମ୍ପୂର୍ଣ ନିଃଶୁକ୍ଳ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିସ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ, କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ (କିସ)ର
Read More...

ଇଂ ଅମ୍ଳାନ ଷଡ଼ଙ୍ଗୀ ହେଲେ ୟୁଥ୍ ଫର୍ ଆକ୍ସନ କମିଟିର ରାଜ୍ୟ ଉପସଭାପତି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ଯୁବ ନେତା ତଥା ଯୁବ ସମାଜ ସେବୀ ଇଂ ଅମ୍ଳାନ ଷଡ଼ଙ୍ଗୀ ରାଜ୍ୟ ସ୍ତରୀୟ ଅଣରାଜନୈତିକ ସାମାଜିକ ସଂଗଠନ ୟୁଥ୍ ଫର୍ ଆକ୍ସନ କମିଟିର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଟିଟିଲାଗଡ ତଥା ବଲାଙ୍ଗିର ଜିଲ୍ଲାରେ
Read More...

ସଂସ୍କାର ନୈତିକତା, ନିଶାମୁକ୍ତି ଓ ସଦ୍‌ଭାବନା ଦେଶକୁ ବିକଶିତ କରିବ : ଜୈନ ମୁନି ଜିନେଶ କୁମାରଜୀ

ତେରାପନ୍ଥ ଜୈନ ଭବନରେ ସାମ୍ବାଦିକ ସମ୍ମିଳନୀଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ତେରାପନ୍ଥ ଜୈନ ଭବନରେ ଜୈନ ମୁନିଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମୁନି ଜିନେଶ କୁମାରଜୀ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ, ଜୈନ ମୁନି ମାନଂକ ପଦଯାତ୍ରା ଜୀବନର ବ୍ରତ
Read More...

ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କ ଆତ୍ମହତ୍ୟା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଥାନା ଅନ୍ତର୍ଗତ ସିହିନୀ ପଞ୍ଚାୟତର ବଛାଯୁଝା ଗାଁରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଯୁବକ ଜଣକ ବଛାଯୁଝା ଗାଁର ବିଭୀଷଣ ନାଗ ଙ୍କ ୧୯ ବର୍ଷୀୟ ପୁଅ ରଞ୍ଜିତ ନାଗ ବୋଲି ଜଣାପଡିଛି । ବଛାଯୁଝା ଗାଁରୁ ଅତର୍ଲା ଗାଁକୁ ଯିବା ରାସ୍ତାରେ
Read More...

ଟ୍ରିକଲ୍ ଅପ୍ ଏବଂ ନିଧି ଦ୍ଵାରା ସ୍ୱଚ୍ଛତା ଏବଂ ବିହନ କିଟ୍ ବଣ୍ଟନ

ଟିଟିଲାଗଡ, (ଗୌରବ ଦର୍ଜୀ) : କୋଭିଡ୍ -୧୯ ମହାମାରୀର ଦ୍ୱିତୀୟ ତରଙ୍ଗରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଉଭୟ ଧନୀ ଏବଂ ଗରିବ ଲୋକଙ୍କୁ ସମାନ ଭାବରେ ପ୍ରଭାବିତ କରିଥଲେ ମଧ୍ୟ ଗ୍ରାମାଞ୍ଚଳର ଗରିବଙ୍କ ମଧ୍ୟରେ ବ୍ୟକ୍ତିଗତ, ସାମାଜିକ ଏବଂ ଆର୍ଥିକ ଧକ୍କା ସହ୍ୟ କରିବାର ଶକ୍ତି ଅତ୍ୟନ୍ତ କମ୍
Read More...

ଆଦର୍ଶ ସାଂସ୍କୃତିକ ସଂଘର ବୃକ୍ଷରୋପଣ ମହୋତ୍ସବ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ଼ ଉପଖଣ୍ଡ ନରେନ୍ ଗ୍ରାମର ଆଦିଶକ୍ତି ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଆଦର୍ଶ ସାଂସ୍କୃତିକ ସଂଘ ତରଫରୁ ବୃକ୍ଷରୋପଣ ମହୋତ୍ସବ ପାଳନ ହୋଇଯାଇଛି । ବଲାଙ୍ଗିର ନେହେରୁ ଯୁବକ ସଂଘର ନିର୍ଦ୍ଦେଶରେ ଟିଟିଲାଗଡ ବ୍ଲକ ଭଲେଣ୍ଟିଅର୍ ସରୋଜ ପୁଝାରୀ ଓ କିରଣ
Read More...