Browsing Tag

titilagarh news

ଓମ୍‌ ଭ୍ୟାଲି ସ୍କୁଲ ଅଭିଭାବକ ସଂଘର ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରରେ ଥିବା ବେସରକାରୀ ଶିକ୍ଷାନୁଷ୍ଠାନ ଓମ୍‌ ଭ୍ୟାଲି ସ୍କୁଲ ଏବଂ ଅଭିଭାବକ ମଧ୍ୟରେ ସ୍କୁଲର ଫି'କୁ ନେଇ ଚାଲିଛି ଆରୋପ ପ୍ରତ୍ୟାରୋପ । ସ୍କୁଲ କମିଟି ବର୍ଦ୍ଧିତ ସ୍କୁଲ ଫି'କୁ ନେଇ ସ୍ପଷ୍ଟୀକରଣ ମାଧ୍ୟମରେ ଏହା ଫି' ବୃଦ୍ଧି ନୁହେଁ ବରଂ ଫି'ର
Read More...

କଲେଜ ସମସ୍ୟାର ସମାଧାନ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କୁ ଦାବୀପତ୍ର ଦେଲା ଛାତ୍ର କ୍ରିୟାନୁଷ୍ଠାନ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତକାଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚେୟାରମ୍ୟାନ୍ ଅସିତ୍ ତ୍ରିପାଠୀଙ୍କ ଟିଟିଲାଗଡ ଗସ୍ତ ସମୟରେ ସ୍ଥାନୀୟ ଡିଏଭି କଲେଜର ଛାତ୍ରୀନିବାସ ଉଦଘାଟନ ସମୟରେ ତାଙ୍କୁ ସାକ୍ଷାତ କରିଥିଲେ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ । କମିଟିର ସାଧାରଣ
Read More...

ଅଧ୍ୟୟନ କେନ୍ଦ୍ର ଖୋଲିବା ପାଇଁ ମନ୍ତ୍ରୀ ଟୁକୁନି ଓ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଡିଏଭି ସ୍ଵୟଂ ଶାସିତ ମହାବିଦ୍ୟାଳୟ, ଟିଟିଲାଗଡ଼ ଠାରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ସମ୍ବଲପୁରର ଏକ ଅଧ୍ୟୟନ କେନ୍ଦ୍ର ଖୋଲିବା ପାଇଁ ଆଜି ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ଟିଟିଲାଗଡ଼ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନଙ୍କୁ
Read More...

ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ଶବ ଉଦ୍ଧାର ହେଲା : ସାଧାରଣରେ ଚର୍ଚ୍ଚା

ଟିଟିଲାଗଡ, (ଗୌରବ ଦର୍ଜୀ) : ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ । ରାତିରେ ବିଛଣା ଉପରେ ଶୋଇଥିବା ଅବସ୍ଥାରେ ହିଁ ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏକ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ ଘର ମାଲିକ କରିଛନ୍ତି । ଗତ ଚାରି ବର୍ଷ ଧରି ଟିଟିଲାଗଡ
Read More...

ଗୁଣି ଗାରେଡି ସନ୍ଦେହରେ ୧୪ ଜଣଙ୍କୁ ବାସନ୍ଦ ମାମଲା : ସରପଞ୍ଚଙ୍କ ଡିଜିଟାଲ ଦସ୍ତଖତକୁ ବାଜ୍ୟାପ୍ତ କଲେ ବଲାଙ୍ଗିର…

ଟିଟିଲାଗଡ, (ଗୌରବ ଦର୍ଜୀ) : ସିନ୍ଧେକେଲା ଥାନା ଅନ୍ତର୍ଗତ ଦିଗଶିରା ପଞ୍ଚାୟତ ଅଧୀନସ୍ଥ ନିମୁର୍ଲା ଗ୍ରାମରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମର ଗୋଟିଏ ପରିବାରର ୧୪ ଜଣଙ୍କୁ ବାସନ୍ଦ କରାଯାଇଥିଲା । ନିମୁର୍ଲା ଗ୍ରାମର ଗୋଲକ ବିହାରୀ ସିଂଭୋଇଙ୍କ ଝିଆରୀ ମାନସିକ ବିକୃତ ହୋଇଥିବା ବେଳେ
Read More...

ଆଦୃତ ଚିଲ୍‌ଡ୍ରେନ୍‌ ହୋମ୍‌କୁ ଏକ ବସ୍‌ ଦାନ କଲେ ଓମ୍‌ ଭେଲି ସ୍କୁଲ ଚେୟାର୍‌ମେନ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାୱା ଏକାଡେମୀ ଅନ୍ତର୍ଗତ ଆଦୃତ ଚିଲ୍‌ଡ୍ରେନ୍‌ ହୋମ ବଲାଙ୍ଗିର ଶାଖାରେ ରହୁଥିବା ୩୫ ଜଣ ଅନାଥ ଶିଶୁଙ୍କ ଉଦ୍ଦେଶ୍ୟରେ ସହାୟତାର ହାତ ବଢ଼ାଇ ଉକ୍ତ ସଂସ୍ଥାକୁ ଏକ ବସ୍‌ ପ୍ରଦାନ କରିଛନ୍ତି ଟିଟିଲାଗଡର ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନ ଚେୟାର୍‌ମେନ ଦୀପକ ସାହୁ ।
Read More...

ହଠାତ୍ ନିଆଁ ଲାଗି ଦୋକାନ ଛାରଖାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରର ହାଟପଦାପଡାରେ ଥିବା ମୁଖ୍ୟ ମାର୍କେଟରେ ଆଜି ହଠାତ୍‌ ନିଆଁ ଲାଗି ହୁ ହୁ ହୋଇ ଜଳୁଥିବା ଦେଖି ହଇଚଇ ଖେଳିଯାଇଛି । ହାଟପଦାପଡାସ୍ଥିତ ନ୍ୟୁ ବାବୁଲାଲ ଦୋକାନରେ ନିଆଁ ଲାଗିଥିବା ଜଣାପଡିଛି । ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ
Read More...

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହରରେ ହତାଦର ଅଙ୍ଗନୱାଡ଼ି କର୍ମୀ : ଦରଦାମ ବୃଦ୍ଧିରେ ପକେଟକୁ ବାଧୁଛି ଅର୍ଥ,…

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଅନେକ ସମୟରେ ମାଷ୍ଟର ଷ୍ଟ୍ରୋକ ମାରି ବେଶ ଚର୍ଚ୍ଚାରେ ରହିଥାନ୍ତି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ । ଗର୍ଭବତୀ ମହିଳା ଠୁ ନେଇ ଶିଶୁ ଜନ୍ମ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଯୋଜନା ଗୁଡିକ ଦୀର୍ଘ ମିୟାଦି ନ ହୋଇ ଅଧ
Read More...

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ଜନସଂଖ୍ୟା ସମାଧାନ ଫାଉଣ୍ଡସନ ଓଡିଶା ପ୍ରଦେଶ, ବଲାଙ୍ଗିର ଜିଲ୍ଲା ଶାଖାର ସଭାପତି ଆଡଭୋକେଟ ଆଲୋକ ନାୟକ ସମେତ ଜିଲ୍ଲାର କାର୍ଯ୍ୟକର୍ତ୍ତା ଓ ଓଡ଼ିଶା ପ୍ରଦେଶର ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ମାନେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ଦେଶର
Read More...

କତରକେଲା ଗାଁରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ବ୍ଲକ ଅଧିନସ୍ଥ କତରକେଲା ଗାଁରେ ନବନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଟିଟିଲାଗଡ଼ ବ୍ଲକରେ ଏକ ମାତ୍ର ଗାଁ ଭାବରେ କତରକେଲା ଗାଁରେ ଏହି ସୋଭାଗ୍ୟ ଦେଖିବାକୁ ମିଳିଛି । ଗାଁରେ ନବ
Read More...