Browsing Tag

sonepure news

ଆଇନଜ୍ଞ ପ୍ରଦୀପ ହୋତାଙ୍କ ପରଲୋକ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ବରିଷ୍ଠ ଆଇନଜ୍ଞ ପ୍ରଦୀପ ହୋତାଙ୍କ ୬୧ ବର୍ଷ ବୟସରେ କରୋନାରେ ପରଲୋକ ହୋଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ସୋନପୁର ଗଡଭିତର ନିବାସୀ
Read More...

ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଜଙ୍ଗଲୀ ହାତୀଙ୍କ ଚିନ୍ତା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଜଙ୍ଗଲୀ ହାତୀଙ୍କ ଚିନ୍ତା । କାରଣ ସବୁ ବର୍ଷ ଭଳି ଠିକ୍ ଚାଷ ସମୟରେ ଦେଖାଦେଇଛି ହାତୀ ଉପଦ୍ରବ । ଉଲୁଣ୍ଡା ବନାଞ୍ଚଳରେ ପାଖାପାଖି ପାଞ୍ଚ ଦିନ ହେଲାଣି ଜାରିରହିଛି ହାତୀପଲର ଉତ୍ପାତ । ଜଂଗଲ ଛାଡି ଗାଁକୁ
Read More...

ଜଙ୍ଗଲୀ ହାତୀଙ୍କ ଦୌରାତ୍ମ୍ୟ : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଂଚଳରେ ବ୍ୟାପକ ଫସଲହାନୀ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ଜଙ୍ଗଲୀ ହାତୀଙ୍କ ଦୌରାତ୍ମ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଂଚଳରେ ବ୍ୟାପକ ଫସଲହାନୀ ଘଟିଥିବାର ଦେଖାଦେଇଛି । ପ୍ରାୟ ୭ଦିନରୁ ଅଧିକ ହେବ ୨ଟି ଦଳରେ ୩୦ରୁ ଅଧିକ ବଣୁଆ ହାତୀ ଉଲୁଣ୍ଡା ରେଂଜର ଜଂଗଲ ପାଶ୍ୱର୍ବର୍ତ୍ତୀ ଗାଁମାନଙ୍କରେ ଉତ୍ପାତ କରି
Read More...

ଠକ କମ୍ପାନୀ ବ୍ୟବସାୟିକ ଲୋଭ ଦେଖାଇ ମହିଳାମାନଙ୍କଠାରୁ ଏକ କୋଟିରୁ ଅଧିକ ଟଙ୍କା ନେଇ ଫେରାର୍

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସାରା ରାଜ୍ୟରେ ପ୍ରତିଦିନ କୋଉଠୁ ନା କୋଉଠୁ ଠକ କମ୍ପାନୀମାନେ ବିଭିନ୍ନ ଢଙ୍ଗରେ ଲୁଟ୍ କରିବା କିଛି ନୁଆ କଥା ନୁହେଁ । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ନଜରକୁ ଆସିଛି ଏଭଳି ଏକ ଘଟଣା । ଏଠି ଏକ ଠକ କମ୍ପାନୀ ବିଭିନ୍ନ ବ୍ୟବସାୟିକ ଲୋଭ ଦେଖାଇ
Read More...

ଚିକିତ୍ସା ଦାୟିତ୍ଵ ନେଲା ବିଙ୍ଗ ହ୍ୟୁମନ୍ ଫାଉଣ୍ଡେସନ

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ ଖଇରଭାଡି ଗାଁର ନିର୍ମଳ ବାଗ ଏବଂ ରଞ୍ଜିତା ବାଗଙ୍କ ପୁଅ ଓମ୍ ବାଗ(୫)ର ବେକରେ ମାଂସ ବୃଦ୍ଧି ହେବାରେ ଲାଗିଛି । ହେଲେ ଅର୍ଥ ସାଜିଛି ବାଧକ । ନିର୍ମଳ କୁଲି ମଜୁରୀ କାମ କରି ପରିବାର ଚଳାନ୍ତି। ପଇସା ନ ଥିବାରୁ ପୁଅର
Read More...

ସଂସ୍କୃତ ବିଶାରଦ ପଣ୍ଡିତ ଦାମୋଦର ହୋତାଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକ ପ୍ରାର୍ଥନା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସଂଧ୍ୟାରେ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁରର କର୍ମକର୍ତାମାନଙ୍କ ଦ୍ୱାରା ରୟଲ୍ ଫିଲ୍ଡ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଂଗଣରେ ପଣ୍ଡିତ ଦାମୋଦର ହୋତାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର
Read More...

ମହାନଦୀ ଯୁବ ସଂଗଠନ ଓ ସାମାଜିକ ଉନ୍ନୟନ ନାମରେ ନୂଆ ଯୁବ ସ୍ୱେଚ୍ଛାସେବୀ ସଂଗଠନ ଗଠିତ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ ) : ମାନବ ସେବା ହିଁ ମାଧବ ସେବା । ଏହି ମହତ୍ ବାଣୀକୁ ନେଇ ରାମପୁରର ଭବାନୀ ପାଲିଠାରେ ଏକ ନୂଆ ଯୁବ ସ୍ୱେଚ୍ଛାସେବୀ ସଂଗଠନ ଆନୁଷ୍ଠାନିକ ଭାବେ ଗଠିତ ହୋଇଯାଇଛି । ମହାନଦୀ ଯୁବ ସଂଗଠନ ଓ ସାମାଜିକ ଉନ୍ନୟନ ନାମରେ ପ୍ରତିଷ୍ଠିତ ଏହି ସାମାଜିକ ଅନୁଷ୍ଠାନ
Read More...

ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବିଶ୍ୱର ଅଦ୍ୱିତିୟ ଜନନେତା ତଥା ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଆଜି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଛି । ମହାତ୍ମାଗାନ୍ଧୀଙ୍କ ଜନ୍ମତିଥିକୁ ଜିଲ୍ଲାର ବିଭିନ୍ନ ସାମାଜିକ ଓ
Read More...

ସୁବର୍ଣ୍ଣପୁର ପୌର ପରିଷଦର ଜନ ବିରୋଧୀ କାର୍ଯ୍ୟକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ପୌର କର୍ତୃପକ୍ଷଙ୍କୁ ଘେରାଉ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ପୌର ପରିଷଦର ଜନ ବିରୋଧୀ କାର୍ୟ୍ୟକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଆଜି ପୌର କର୍ତୃପକ୍ଷଙ୍କୁ ଘେରାଉ କରାଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଯୁବ ବିଜପି କର୍ମୀମାନେ ମୁନସିପାଲିଟିର ଟେଣ୍ଡର
Read More...

ନଗର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସହରର ବିଭିନ୍ନ ସମସ୍ୟା ଓ ପୌର ପରିଷଦର ଜନ ବିରୋଧୀ କାର୍ୟ୍ୟକୁ ନେଇ ନଗର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି । ନଗର କଂଗ୍ରେସର ସଭାପତି ସୁଧୀର ପଣ୍ଡାଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀମାନେ
Read More...