Browsing Tag

losingha news

ଲୋଇସିଂହାର ପୂର୍ବ ସରପଞ୍ଚଙ୍କ ପରଲୋକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହାର ପୂର୍ବତନ ସରପଂଚ ତଥା ତେଲି ସମାଜର ପୂର୍ବ ସଭାପତି ବିଜୟ କୁମାର ସାହୁଙ୍କ ସୋମବାର ସନ୍ଧ୍ୟାରେ ୮୫ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । କିଛି ମାସ ପୂର୍ବରୁ ତାଙ୍କର ସାନପୁଅଙ୍କ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଜୁଡାମୁଣ୍ଡା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକ ଜଣେ ଯୁବକଙ୍କୁ ହତ୍ୟା କରିଥିବା ଖବର ମିଳିଛି । ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବକ ଜଣକ ହେଲେ ରୂପକ ହନୁମାନ । ସୂଚନା ଅନୁସାରେ
Read More...

ନିଜ ଗାଁକୁ ଫେରୁଥିବା ସମୟରେ ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଆକ୍ରମଣ

ଲୋଇସିଂହା, (କେପିଏନ୍‌ଏସ୍‌) : ବାଦିବାହାଲରୁ ନିଜ ଗାଁକୁ ଫେରୁଥିବା ସମୟରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ବଲାଙ୍ଗିର ସମ୍ବଲପୁର ଏନ୍‌ଏଚ୍‌ ୨୬ର ବୁର୍ଡା ଛକରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ତେବେ ୨ ଜଣ ଯୁବକ ବିଧାୟକଙ୍କ ଗାଡି ଉପରକୁ ଢେଲା ମାଡି କରିଥିବା ବେଳେ
Read More...

ଲୋଇସିଂହା ବିଜେଡି ତରଫରୁ ଟୀକା ଗ୍ରହୀତାଙ୍କୁ ସେବା ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଓଡିଶା ମୋ ପରିବାର ଆନୁକୂଲ୍ୟରେ ତଥା ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରାଙ୍କ ନିର୍ଦେଶ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ଲୋଇସିଂହା ବ୍ଲକ ତରଫରୁ ସ୍ଥାନୀୟ ହରେକୃଷ୍ଣ ମହତାବ ହାଇସ୍କୁଲ ଟୀକାକରଣ କେନ୍ଦ୍ରରେ ଟୀକା ନେଉଥିବା ସମସ୍ତ ଲୋକଙ୍କୁ
Read More...

ଲୋଇସିଂହା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମାଗଣା ଖାଦ୍ୟ ଯୋଗାଣ

ଲୋଇସିଂହା, (କେପିଏନ୍‌ଏସ୍‌) : ଲକଡାଉନ ସମୟରେ ସମସ୍ତ ଦୋକାନ ବଜାର ହୋଟେଲ ଗୁଡିକୁ ବନ୍ଦ ରହିଛି । ଫଳରେ ଲୋଇସିଂହା ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତି ଓ ତାଙ୍କ ପରିଜନ ଖାଦ୍ୟ ପାଇଁ ଅନେକ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲୋଇସିଂହା ବ୍ଲକ ଛକ ସ୍ଥିତ ମାଁ
Read More...

ନଅଗାଁ(ଖ) ଗ୍ରାମରେ କରୋନା ସମ୍ୱନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ରବିବାର ନଅଗାଁ ସ୍ଥିତ ପଲ୍ଲୀ ଆଲୋକ ପାଠାଗାର ତରଫରୁ ତଥା ଅଙ୍ଗନବାଡି ଓ ଆଶାକର୍ମୀଙ୍କ ସହଯୋଗରେ ନଅଗାଁ ଗ୍ରାମରେ ସ୍ଲୋଗାନ ଓ ନାରାବାଜି ମାଧ୍ୟମରେ ଜନସାଧାରଣଙ୍କୁ ମହାମାରୀ କରୋନା ଉପରେ ସଚେତନ କରାଯାଇଥିଲା । ଏଥିସହିତ ଉପସ୍ଥିତ ସାଧାରଣ ଜନତାଙ୍କୁ ମାସ୍କ
Read More...

ଭୋଇପାଲିରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ : ୪୧ ୟୁନିଟ ରକ୍ତ ସଂଗ୍ରହ

ଲୋଇସିଂହା, (କେପିଏନ୍‌ଏସ୍‌) : ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଲୋଇସିଂହା ବ୍ଲକ ବିଜେଡି ପକ୍ଷରୁ ଜୀବନବିନ୍ଦୁ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ଉପରବାହାଲ ପଞ୍ଚାୟତ ଅଧିନ ଭୋଇପାଲି ଗ୍ରାମ ଠାରେ ଏହି ଅବସରରେ ଆୟୋଜିତ
Read More...