Browsing Tag

bargrah news

ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ କମିଟିର ଜିଲ୍ଲା ପ୍ରଭାରୀ ହେଲେ ପ୍ରଦ୍ୟୁମ୍ନ, ଅଜିତ ଏବଂ ସୌମ୍ୟ ରଂଜନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ କମିଟିର ଜିଲ୍ଲା ପ୍ରଭାରୀ ଭାବେ ଦାୟିିତ୍ୱ ପାଇଛନ୍ତି ପ୍ରଦ୍ୟୁମ୍ନ ସାହୁ, ଅଜିତ ମହାନନ୍ଦ ଏବଂ ସୌମ୍ୟ ରଂଜନ ଜେନା । ତେବେ ଏହି ଦାୟିତ୍ୱ ପାଇଥିବାରୁ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଷିର୍‌ ନବାଜ୍‌ ଓ ଅଖିଳ
Read More...

ଓୟୁଡବ୍ଲୁଜେ ତରଫରୁ ନୂତନ ଭାବେ ଯୋଗଦାନ କରିଥିବା ବରଗଡ଼ ଏସପିଙ୍କୁ ସାକ୍ଷାତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡର ନୂତନ ଏସପି ଭାବେ ଯୋଗଦାନ କରିଥିବା ରାହୁଲ୍ ଜେନ(ଆଇପିଏସ)ଙ୍କୁ ଆଜି ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ଼ ଜିଲ୍ଲା ଶାଖା ତରଫରୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ସମସ୍ୟା ସଂପର୍କରେ ଆଲୋଚନା
Read More...

ତପୁ ମିଶ୍ରଙ୍କ ଆତ୍ମାର ଶାନ୍ତି ନିମନ୍ତେ ପଶ୍ଚିମ ଓଡ଼ିଶାର କଲାକାର ସଂଘ ତରଫରୁ ସଂଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ମାଟିର ଓଲିଓଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଆତ୍ମାର ଶାନ୍ତି ନିମନ୍ତେ ପଶ୍ଚିମ ଓଡ଼ିଶାର କଲାକାର ସଂଘ ତରଫରୁ ସଂଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏକ ସୁନ୍ଦର ଗୀତ ତପୁ ମିଶ୍ରଙ୍କୁ ସମର୍ପିତ କରିଛନ୍ତି । ଗୀତକୁ ଲେଖିଛନ୍ତି
Read More...

ସହଯୋଗର ହାତ ବଢଇଲା ମାଁ ମାହେଶ୍ୱରୀ ସେନା

ବରଗଡ, (କେପିଏନ୍‌ଏସ୍‌) : ବର୍ତ୍ତମାନ ବରଗଡ ସହର କୋଭିଡ୍ ହସପିଟାଲ୍‌ରେ ଏହି ଲକଡାଉନ୍ ସମୟରେ ସବୁ ଦୋକାନ ବଜାର ବନ୍ଦ ଥିବା ଯୋଗୁଁ ହସପିଟାଲରେ ଚିକିତ୍ସିତ ରୋଗୀମାନଙ୍କର ସହିତ ଆସିଥିବା ତାଙ୍କର ସମ୍ପର୍କୀୟମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେଥିପାଇଁ ଆଜି ତିନି ଦିନ ଧରି ମାଁ
Read More...

ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଖେଦା ପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଏକ ଅତ୍ୟାଧୁନିକ ୧୦୮ର ଆମ୍ବୁଲାନ୍ସକୁ ରାଜ୍ୟସଭା ସଭ୍ୟ ପ୍ରସନ୍ନ ଆଚାର୍ୟ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସାପ୍ସସଦ ପାଣ୍ଠିରୁ ପ୍ରଦତ୍ତ ଏହି ଆମ୍ବୁଲାନ୍ସରେ ୨ଟି ଅକ୍ସିଜେନ, ଇସିଜି ମେସିନ ସହ
Read More...