pakka

ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ କମିଟିର ଜିଲ୍ଲା ପ୍ରଭାରୀ ହେଲେ ପ୍ରଦ୍ୟୁମ୍ନ, ଅଜିତ ଏବଂ ସୌମ୍ୟ ରଂଜନ

kalikesh

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ କମିଟିର ଜିଲ୍ଲା ପ୍ରଭାରୀ ଭାବେ ଦାୟିିତ୍ୱ ପାଇଛନ୍ତି ପ୍ରଦ୍ୟୁମ୍ନ ସାହୁ, ଅଜିତ ମହାନନ୍ଦ ଏବଂ ସୌମ୍ୟ ରଂଜନ ଜେନା । ତେବେ ଏହି ଦାୟିତ୍ୱ ପାଇଥିବାରୁ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଷିର୍‌ ନବାଜ୍‌ ଓ ଅଖିଳ ଭାରତୀୟ ଛାତ୍ର କଂଗ୍ରେସ ସମ୍ପାଦକ ତଥା ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପ୍ରଭାରୀ ମିସ୍‌ ଅନୁଲେଖା ବୋସାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ନୂତନ ଭାବେ ଦାୟିତ୍ୱ ପାଇଥିବା ଏହି ତିନି ଜଣଙ୍କ ପାଖକୁ ବଭିନ୍ନ ମହଲରୁ ତାଙ୍କ ପାଖକୁ ପ୍ରଶଂସାର ଛୁଅ ଛୁଟୁଛି ।

pp
Leave A Reply

Your email address will not be published.

1 + seven =