pakka

କୁମ୍ଭାର ଯୁବାମଞ୍ଚର ରାଜ୍ୟସ୍ତରୀୟ କମିଟି ଗଠିତ : ଷ୍ଟେଟ୍‌ ଜଏଣ୍ଟ ସେକେରେଟାରୀ ଭାବେ ନିଯୁକ୍ତ ହେଲେ ରୀମାନ୍ ରଣା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର କୁମ୍ଭାର ଯୁବାମଞ୍ଚର ପକ୍ଷରୁ ରାଜ୍ୟସ୍ତରୀୟ କମିଟି ଗଠିତ ହୋଇଯାଇଛି । ତେବେ ଓଡିଶାର ୩୦ଟି ଜିଲ୍ଲାକୁ ନେଇ ଏହି କମିଟି ଗଠିତ ହୋଇଯାଇଥିବା ବେଳେ ବଲାଙ୍ଗିରର ଟିଟିଲାଗଡ ବ୍ଲକର ଖୋଲାନ ପଞ୍ଚୟତ ଟଙ୍କାରୁପଡା ଗ୍ରାମର ରୀମାନ୍ ରଣା ଷ୍ଟେଟ୍‌ ଜଏଣ୍ଟ ସେକେରେଟାରୀ ଭାବେ ନିଯୁକ୍ତ ହୋଇଛନ୍ତି । ସମାଜର ଉନ୍ନତି ତଥା ବିକାଶ କ୍ଷେତ୍ରରେ ପ୍ରାଥମିକତା ଦେବେ ବୋଲି ରୀମାନ୍ ରଣା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

5 − two =