pakka

ତପୁ ମିଶ୍ରଙ୍କ ଆତ୍ମାର ଶାନ୍ତି ନିମନ୍ତେ ପଶ୍ଚିମ ଓଡ଼ିଶାର କଲାକାର ସଂଘ ତରଫରୁ ସଂଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

bbehera

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ମାଟିର ଓଲିଓଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଆତ୍ମାର ଶାନ୍ତି ନିମନ୍ତେ ପଶ୍ଚିମ ଓଡ଼ିଶାର କଲାକାର ସଂଘ ତରଫରୁ ସଂଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏକ ସୁନ୍ଦର ଗୀତ ତପୁ ମିଶ୍ରଙ୍କୁ ସମର୍ପିତ କରିଛନ୍ତି । ଗୀତକୁ ଲେଖିଛନ୍ତି ଗୀତିକାର ଜନକ ସେଠ୍ ଓ ସମୀର ଏସ.କେ।ସ୍ୱର ସଂଯୋଜନା କରିଛନ୍ତି ଶୈଲେଶ-କମଲେଶ । ସଂଗୀତ ପରିଚାଳନା ଦାୟିତ୍ଵରେ ଜନ୍ ପାଣ୍ଡେ । ଏହି ଗୀତ ଆର୍.ଆର୍ ଷ୍ଟୁଡିଓରେ ରେକଡିଂ କରାଯାଇଛି । ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

jay balangir
Leave A Reply

Your email address will not be published.

twelve − two =