pakka

କେ.ଗାଁ ଥାନା ଆଇଆଇସି ତମୁ ପରଜା ସସପେଣ୍ଡ

bbehera

ଟିଟିଲାଗଡ଼, (ଅଜିତ କୁମାର ସାହୁ) :  ମମିତା ମେହେର ହତ୍ୟା ମାମଲାରେ କାର୍ଯ୍ୟରେ ଅବହେଳା ଯୋଗୁଁ କେ.ଗାଁ ଥାନା ଆଇଆଇସି ତମୁ ପରଜାଙ୍କୁ ସସପେଣ୍ଡ କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି । ମମିତା ନିଖୋଜ ପରେ ପରିବାରର ଅଭିଯୋଗ ରଖିନଥିବାରୁ ସସପେଣ୍ଡ କରାଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

14 + fourteen =

error: Content is protected !!