ଓଡ଼ିଶାରେ ଆଜି କରୋନାରୁ ସୁସ୍ଥତା ଅର୍ଜନ କଲେ ୩୬୦୭

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶାରେ କରୋନାରୁ ସୁସ୍ଥ ହୋଇଛନ୍ତି ୩୬୦୭ ଜଣ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା କ୍ରମରେ ଖୋର୍ଦ୍ଧାରୁ ୧୦୩୭, ପୁରୀରୁ ୪୧୫, କଟକରୁ ୨୯୯, ବଲାଙ୍ଗିରରୁ ୧୪୦, ମୟୁରଭଂଜରୁ ୧୨୮, ଯାଜପୁରରୁ ୧୨୭, ବାଲେଶ୍ୱରରୁ ୧୧୨, ସୁନ୍ଦରଗଡ଼ରୁ ୧୦୭, ଜଗତସିଂହପୁରରୁ ୧୦୫, ନବରଙ୍ଗପୁରରୁ ୧୦୪, ସୋନପୁରରୁ ୧୦୦, ବରଗଡ଼ରୁ ୮୪, କେନ୍ଦ୍ରାପଡ଼ାରୁ ୮୪, ଝାରସୁଗୁଡ଼ାରୁ ୮୨, ରାୟଗଡ଼ାରୁ ୮୦, ଗଂଜାମରୁ ୭୫, କୋରାପୁଟରୁ ୭୫, ସମ୍ବଲପୁରରୁ ୭୧, ନୟାଗଡ଼ରୁ ୫୫, ଭଦ୍ରକରୁ ୫୪, ନୂଆପଡ଼ାରୁ ୪୪, କେଉଁଝରରୁ ୪୩, ମାଲକାନଗିରିରୁ ୩୭, ବୌଦ୍ଧରୁ ୩୦, ଢେଙ୍କାନାଳରୁ ୨୮, ଗଜପତିରୁ ୨୬, କଳାହାଣ୍ଡିରୁ ୧୯, ଦେବଗଡ଼ରୁ ୧୮, କନ୍ଧମାଳରୁ ୧୬ ଓ ଅନୁଗୁଳରୁ ୧୨ ଜଣ ସୁସ୍ଥ ହୋଇଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.