pakka

ଲାଠୋର ସମବାୟ ସମିତି ନିର୍ଦ୍ଦେଶକ ନିର୍ବାଚନ ଫଳାଫଳ

bbehera

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ସମବାୟ ସମିତି ନିର୍ଦ୍ଦେଶକ ନିର୍ବାଚନ ଗତକାଲି ସ୍ଥାନୀୟ ପେକ୍ସ କାର୍ଯ୍ୟାଳୟ ଠାରେ ସମ୍ପାଦନ ହୋଇଛି । ପେକ୍ସର ୧୫ଟି ୱାର୍ଡରୁ ୧୦ ଟିରେ ନିର୍ବାଚନ ହୋଇଥିଲା । ଏହି ସବୁ ୱାର୍ଡରୁ ବିଜୟ ମେହେର ଦେବ ଧରୁଆ, ପଦ୍ମନାଭ ନାଏକ, ସତ୍ୟନାରାୟଣ ମେହେର, ସଫେତ ହଂସ, ଇଶ୍ୱର ପ୍ରସାଦ ଖର୍ସେଲ, ଶିଶୁ ପଧାନ, ଆଶାରାମ ଭଇଁସାଲ, କ୍ଷମା ବାରିକ ଓ ଲେମ୍ବୁବତୀ ବେହେରା ବିଜୟୀ ହୋଇଛନ୍ତି । ୨ଟି ୱାର୍ଡରୁ କିଶୋର ସେଠ ଓ ବିରଞ୍ଚି ମାଝୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

5 × 2 =