pakka

ଦେଶରେ ଗତ ୨୪ ଘଣ୍ଟାରେ ୧୮୯୮୭ କରୋନା ଆକ୍ରାନ୍ତ ଚିହ୍ନଟ : ୨୪୬ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୧୮୯୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୨୦,୭୩୦ରେ ପହଁଚିଥିବା ବେଳେ ମୃତ୍ୟୁସଂଖ୍ୟା ୪,୫୧, ୪୩୫ରେ ପହଞ୍ଚିଛି । ଏବେ ଦେଶରେ ୨୦୬୫୮୬ ସକ୍ରିୟ ମାମଲା ରହିଛି । ସେହିପରି ୩୩୩୬୨୭୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.

nineteen + 5 =