csstore

ସେବା ସପ୍ତାହ ଅବସରରେ ବୃକ୍ଷରୋପଣ

ବଲାଙ୍ଗିର, (ବଲାଙ୍ଗିର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପୁଇଁନ୍ତଲା ବ୍ଲକ ମହୀମୁଣ୍ଡା ମଣ୍ଡଳର ଦଶପୁର ଗ୍ରାମ ସ୍ଥିତ ଦଶପୁର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୯ ନଂ. ଜୋନ ଜିଲ୍ଲା ପରିଷଦ ସଭ୍ୟ ତଥା ବଲାଙ୍ଗିର ଲୋକସଭା ସାଂସଦଙ୍କ ପୁଇଁନ୍ତଲା ବ୍ଲକ ପ୍ରତିନିଧି ରାଜ କିଶୋର ନାଏକ, ପୁଇଁନ୍ତଲା ବ୍ଲକ ସାଂସଦ ଶିକ୍ଷା ପ୍ରତିନିଧି ତଥା ଦଶପୁର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ପରି·ଳନା କମିଟିର ସଭାପତି ସରୋଜ ଥାଟି, ମହୀମୁଣ୍ଡା ମଣ୍ଡଳ ସଭାପତି ନବୀନ କିଶୋର ବେହେରା, ମଣ୍ଡଳ ସାଧାରଣ ସଂପାଦକ ସୁଧାଂଶୁ ପଣ୍ଡା, ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ପଦ୍ମନାଭ ରାଉତ, ବରିଷ୍ଠ ବିଜେପି ନେତା ଜଗଦଶୀଶ ଉଦ୍‌ଗାତା, ଦଶପୁର ଶକ୍ତିକେନ୍ଦ୍ର ପ୍ରମୁଖ ସଞ୍ଜିବ କୁମାର ବସ୍ତିଆ, ମଣ୍ଡଳ ଆରଟି କୋଡିନେଟର ଲକ୍ଷ୍ମଣ ପାତ୍ର, ଶରତ ବିଶ୍ୱାଲ, ଭାଗରଥି ଡାଙ୍ଗ, ପଂଚାନନ ଡାଙ୍ଗ, ସତ୍ୟନାରାୟଣ ଠେଲା, ଅଙ୍ଗଦ ମହାଲିଙ୍ଗ, ସବ୍ୟସାଚି ବସ୍ତିଆ, ସୁଦର୍ଶନ ଅଦାବରିଆ, ଗୋପବନ୍ଧୁ ସାହୁ, ଅସୀତ ମେର୍ଲି, ରାଜିବ ମାଝୀ, ଭାଗରଥି ଦାସ, ଚିନ୍ତାମଣି କୁଅଁର, ଗିରିଧାରି ରଣା, ବୀରମିତ୍ର ମାଝୀ ପ୍ରଭୃତି ବ୍ୟକ୍ତିମାନେ ଉପରୋକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.